କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧି ଜୟନ୍ତୀ ଓ ସାମ୍ବାଦିକ ସମ୍ମଳନୀ

ସମ୍ବଲପୁର : ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟସଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମ୍ମିଳନୀରେ ରାଜେନ୍ଦ୍ର ଛତ୍ରିଆ ପୂର୍ବତନ ବିଧାୟକ ତଥା ସଭାପତି ଜିଲ୍ଲା କଂଗ୍ରେସ କମିଟି ସମ୍ବଲପୁର, ଅଶ୍ଵିନୀ ଗୁରୁ, ଦୁର୍ଯୋଧନ ଗର୍ଡିଆ,ଦୁଳାଲ ପ୍ରଧାନ, ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କଂଗ୍ରେସ ଆଗାମୀ ପଦକ୍ଷେପ ପ୍ରଭୃତି ବିଷୟର କହିଥିଲେ।ଏହି ଅବସରରେପ ୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ଵର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଉକ୍ତ ଜନ୍ମ ଜୟନ୍ତୀ ବରିଷ୍ଠ ନେତା ମଧ୍ୟରେ ସର୍ବ ଶ୍ରୀ ରାଜେନ୍ଦ୍ର ଛତ୍ରିଆ, ଅଶ୍ଵିନୀ ଗୁରୁ, ଦୁର୍ଯୋଧନ ଗଡିଆ, ସୁରେଶ୍ଵର ମିଶ୍ର,ଦୁଳାଲ ପ୍ରଧାନ, ଅମିତ ଗୁରୁ, ସୁବାସ ବିଶ୍ଵାଳ, ନିରଞ୍ଜନ ତ୍ରିପାଠୀ,ସୂତାପା ମିତ୍ର, ବିଜୟ ଲକ୍ଷ୍ମୀ ବେହେରା,ଜିତୁ ପ୍ରଧାନ,ସଞୀବ ଗଡିଆ, ଆଶୁତୋଷ ସ୍ବାଇଁ, ପ୍ଳାବନ ବହିଦାର,ସେକ ହାସିମ,ଶିବ ପ୍ରଧାନ, ମନୋରଞ୍ଜନ ଦାସ, ହରିବନ୍ଧୁ ପାଢ଼ୀ, ଦୀନବନ୍ଧୁ ପରିଡ଼ା, ସଦାନନ୍ଦ ବରାଡ, ଏମିଡି ସଳିମ, ଏମିଡି ଜୁବେର, ଏମିଡି ରହିମ, ଓକିଲ ଚୌଧୁରୀ,ଚତ୍ରୂଭୂଜ ଝଙ୍କାର, ଵିନୋଦ ଦୀନି ଦୀପ,ଅଞୀଳୀ ମହାନନ୍ଦ, ପ୍ରେମ ରଞ୍ଜନ ପ୍ରଧାନ, ଜନାର୍ଦ୍ଦନ ପ୍ରଧାନ,ଯୋଗେଶ ପ୍ରଧାନ,ଜୟନୁ ନନ୍ଦ ଧର୍ମ ରାଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ।