ସୋମବାର ଦିନ ଗୁଣପୁର ସ୍ଥିତ ଡାକ ବଙ୍ଗଳା ଠାରେ ଗୁଣପୁର ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କେତକୀ ଗୋମାଙ୍ଗ, ଯୁବ କଂଗ୍ରେସ ଉପସଭାପତି ଏସ.ସି ସେଲ୍ ରୁନା ବାଉରୀ,ଯୁବ କଂଗ୍ରେସ ଓ.ବି.ସି ସେଲ ସଭାପତି ମନୋରଂଜନ ଗୌଡ଼ , ଅନୁସୂଚିତ ଜନଜାତି ର ସଂଯୋଜକ ତରଣୀସେନ୍ ଶତପଥି ,ଗୁଣପୁର ର ଜିଲ୍ଲା ପରିଷଦ ସଦସ୍ୟା କୁନି ନିମାଲା , ବରିଷ୍ଠ କଂଗ୍ରେସ ନେତା ଗୌରୀ ତ୍ରିପାଠୀ ,ନଗର ସଭାପତି ଘାସି ବାଉରୀ, ଜିଲ୍ଲା କଂଗ୍ରେସ କମିଟି ର ସଧାରଣ ସମ୍ପାଦକ ଊନା ଫକିର ମହନ , କଂଗ୍ରେସ ନେତା ରଣଜିତ ଗାଣ୍ଟା , ଗୁଡାରୀ ବ୍ଲକର ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପାତ୍ର , ବ୍ଲକ ସଭାପତି ଭାସ୍କର ଜାଗାରାଙ୍ଗା , ପଦ୍ମପୁର ବ୍ଲକ ରୁ କଂଗ୍ରେସ ନେତା ଅନୀଲ ଚୌଧୁରୀ ଏବଂ ମହେଶ ପାଟଖଣ୍ଡାଳ , ଜିଲ୍ଲା କଂଗ୍ରେସ କମିଟି ର ସଧାରଣ ସମ୍ପାଦକ ତ୍ରିନାଥ ସବର , ରାମନାଗୁଡ଼ା ବ୍ଲକ ର ବ୍ଲକ ସଭାପତି ବାଚ୍ଛାନିଧି ବେହେରା , କଂଗ୍ରେସ ନେତା ନବୀନଚଦ୍ର ନୟକ ବେହେରା ,ହୃଶିକେସ ପାତ୍ର , ଜିଲ୍ଲା କଂଗ୍ରେସ କମିଟି ର ସଧାରଣ ସମ୍ପାଦକ ସୁଧିର ଗୁରୁ ,ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କଣ୍ଡାଗିରି , ଆପାରାଓ ପାଲାକା , ଆଈ. ଆପାରାଓ , ସମେତ ଶତାଧିକ ମାତ୍ରା ରେ ଯୁବକ ,ମହିଳା ଏବଂ ବରିଷ୍ଠ ନେତୃଗଣଙ୍କ ସହ ମିଶି ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ଯୁବକଂଗ୍ରେସ ସଭାପତି ଅବିନାଶ ଗୋମାଙ୍ଗ , ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଜୟ କୁମାର ଗୋମାଙ୍ଗଙ୍କମାଧ୍ୟମରେ ବିଧାୟକ ଟିକେଟ ନିମନ୍ତେ ଆବେଦନ କରିଥିଲେ |