Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖ୍ରିଶ୍ଚିଆନ୍ ସଂପ୍ରଦାୟର ୧୦ ତମ ବାର୍ଷିକ ପ୍ରାର୍ଥନା ସମାବେଶ- ୨୦୨୩

ସମ୍ବଲପୁର: ବୁର୍ଲା ପାୱାର ହାଉସ କ୍ଳବ ଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର “୧୦ ତମ ବାର୍ଷିକ ପାର୍ଥନା ସମାବେଶ-୨୦୨୩” ବେଥ୍ସଡ ପେୟାର ଟାୱାର ଚର୍ଚ୍ଚ ଦ୍ଵାରା ଆୟୋଜିତ ସମାବେଶର ଉଜ୍ଜ୍ୟାପନି ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା, ବିଜେଡ଼ି ମୁଖପାତ୍ର ତଥା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି-ଶ୍ରୀ ସଞ୍ଜୟ କୁମାର ବାବୁ ଉପସ୍ଥିତ ରହି ଶତାଧିକ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ବାର୍ତା ଜଣାଇଥିଲେ, ଏହି ଅବସରରେ ଅନ୍ୟ ଅତିଥି ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ଆର.ଏ.ଶିବକୁମାର,ବିଜୁ ସ୍ମୃତି କମିଟିର ଆଭାହକ ପ୍ରଶାନ୍ତ ଥାପା, ବିଜେଡ଼ି ଜିଲ୍ଲା ପୂର୍ବତନ ସଂଖ୍ୟାଲଘୁ ସେଲ ସଭାପତି ଜଫର ଅଲ୍ଲୀ ଖାନ,ବରିଷ୍ଠ ବିଜେଡ଼ି ନେତା ସତ୍ୟେନ୍ଦ୍ର କୁମାର ଦାଶ,ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ ଓ ବରିଷ୍ଠ ବିଜେଡ଼ି ନେତା ବିଶ୍ଵାମିତ୍ର ସାହୁ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ