Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ

ସମ୍ବଲପୁର :ହୀରାକୁଦ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ଆଇଓ୍ବାଇଡିପି-୨୦୨୩ ନୂଆ ଓ ଯୁବ ମହାବିଦ୍ୟାଳୟର ଆଜି ଫୁଟବଲ ଖେଳ ଆରମ୍ଭ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପଣ୍ଡା ଅଧ୍ୟକ୍ଷତା କରିଥିଲେ ! ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ
ସଞ୍ଜୟ କୁମାର ବାବୁ ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାଜ୍ୟ ବିଜେଡ଼ି ମୁଖପାତ୍ର ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ଅନ୍ୟ ଅତିଥି ମଧ୍ୟରେ ବରିଷ୍ଠ ବିଜେଡି ନେତା ସତ୍ୟେନ୍ଦ୍ର କୁମାର ଦାସ,ବିଜୁ ସ୍ମୃତି କମିଟି ଆଭାହକ ପ୍ରଶାନ୍ତ କୁମାର ଥାପା, ଆର ଏ ଶିବ କୁମାର,ଅଶୋକ ମିଶ୍ର,ଦୁଲାଲ ଚନ୍ଦ୍ର ରାୟ, ବାଦଲ ବର୍ଣିକ, ଓଁପ୍ରକାଶ ଅଗ୍ରୱାଲ,ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା ଅକ୍ଷୟ କୁମାର ସୁତାର-ନୋଡାଲ ଅଫିସର,ସିଦ୍ଧାନ୍ତ ମହାନ୍ତି, ସିମନ୍ତିକା ଦାସ, ସରିତା ଷଡଙ୍ଗୀ, ପୁସ୍ପିତା ଗୁରୁ, ମଞ୍ଜୁଶ୍ରୀ ପଣ୍ଡା, ତ୍ରିନାଥ ରନବିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚରୁ ରୂପେ ପରିଚାଳିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ