Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବରା ପ୍ରଫୁଲ୍ଲ କୁମାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର”ନୁଆଁ-ଓ”କ୍ରୀଡା ଉଚ୍ଚବ ଉଯାପିତ

ବେଲଗୁଣ୍ଠା, 28/12, ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ଦ୍ୱାରା ଆୟୋଜିତ କ୍ରୀଡା ଉତ୍ସବ ଉଦ୍ ଯାପିତ ହୋଇଯାଇଛି। କିଛିଦିନ ଧରି ଚାଲିଥିବା କ୍ରୀଡା ଉଚ୍ଚବ ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଯୋଗଦେଇଥିଲେ । ଅଧଖ୍ୟା ମାମା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମରେ ସମ୍ମ୍ନାନିତ ଅତିଥି ଭାବେ ଖେତ୍ରିୟବରପୁର ସମିତି ସଭ୍ୟ କୁଞ୍ଜ ବିହାରି ନାୟକ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ପ୍ରାକ୍ତନ ଅଧକ୍ଷ ସନ୍ତୋଷ କୁମାର ବିଶ୍ବାଳ, ଅଧ୍ୟାପିକା ନଳିନୀ ପ୍ରଭା ଦାଶ, ଅଧ୍ୟାପକ ରାଧା ମାଧବ ପ୍ରଧାନ,ଉପସ୍ଥିତ ରହି କୃତି ଛାତ୍ରୀ ମାନଂକୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ ଉଚ୍ଛlହିତ କରିଥିଲେ । ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ବିଶ୍ବାଳ ଓ କାଁହୁ ଚରଣ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପରିଚାଳନରେ ସହଯୋଗ କରିଥିଲେ । ଆଜିର ଏହି କାଯ୍ୟକ୍ରମରେ ରାମକୃଷ୍ଣ ପାତ୍ର ,ସନ୍ୟାସୀ ପାତ୍ର ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।