Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ନବବର୍ଷ କବିତା ପାଠୋତ୍ସବ

ବ୍ରହ୍ମପୁର:ନବବର୍ଷ ଉପଲକ୍ଷେ ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଅାନୁକୂଲ୍ୟରେ ନବବର୍ଷ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ନବୀନର ସମ୍ପାଦକ ରବି ରଥଙ୍କ ଅାବାହକତ୍ୱରେ ଅାୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଅତିଥି ରୂପେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ଶ୍ରୀ ହରିହର ଦାସ, କବି ପ୍ରମୋଦ କୁମାର ପଣ୍ଡା, ପ୍ରଫେସର ଡ଼ମ୍ବରୁଧର ସାହୁ, ସ୍ତମ୍ଭକାର ରାମକୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ଶିକ୍ଷାବିତ୍ ରଂଜନ କୁମାର ବ୍ରହ୍ମାଙ୍କ ସଂଯୋଜନାରେ କବି ଶିବ ସୁନ୍ଦର ରଥ, ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ବିଜୟ ଚନ୍ଦ୍ର ନନ୍ଦ, ପ୍ରେମଶୀଳା ନନ୍ଦ, ଜ୍ୟୋତ୍ସ୍ନାରାଣୀ ଦେବୀ, ଟି. କାଳୀ ପ୍ରସାଦ ରାଓ, ମିହିର କୁମାର ରଥ ଶର୍ମା, ସୁଧୀର କୁମାର ପଣ୍ଡା, ତ୍ରିପତି ପ୍ରଧାନ, ଇଂ. ପ୍ରଦୀପ କୁମାର ଷଡ଼ଙ୍ଗୀ, ଭବାନୀ ଶଙ୍କର ପାଣିଗ୍ରାହୀ, ଇଂ. ମାନସ ରଂଜନ ତ୍ରିପାଠୀ, ଧର୍ମାନନ୍ଦ ମହାରଣା, କାଳି ଦାସ, ବି. ସତ୍ୟମ୍ ଅାଚାରୀ, ବିରଞ୍ଚତ୍ ନାରାୟଣ ରଥ, ହେମନ୍ତ କୁମାର ରଥ, ଉମାକାନ୍ତ ରଥ, ନୀଳାଦ୍ରି ବିହାରୀ ମହାପାତ୍ର, ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଡ଼ା. ହୃଷିକେଶ ମହାନ୍ତି, ସୁଧୀର ପଟ୍ଟନାୟକ, ପଦ୍ମଚରଣ ସାହୁ, ସୁଶାନ୍ତ କୁମାର ପଟ୍ଟନାୟକ, ପ୍ରମୋଦ କୁମାର ପଣ୍ଡିତ, ନଳିନୀ କାନ୍ତ ପଣ୍ଡା, ଡ଼. ବିମଳ ପ୍ରସାଦ ପଟ୍ଟନାୟକ, ବିଷ୍ଣୁପ୍ର୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ବିଘ୍ନରାଜ ପଣ୍ଡା, ଅମୂଲ୍ୟ କୁମାର ଦାଶ, ପ୍ରତୁ୍ୟଷ ରଂଜନ ଦାଶ, ରାଜୀବ ଲୋଚନ ପାଣିଗ୍ରାହୀ, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ମନୋଜ ପାଢ଼ୀ, କିଶନ କୁମାର ଖଣ୍ଡୁଅାଳ, ପବିତ୍ର କୁମାର ଚୌଧୁରୀ, ସାମ୍ବାଦିକ ଅଶ୍ୱିନୀ ମହାନ୍ତିଙ୍କ ସମେତ ଶତାଧିକ କବି-କବୟିତ୍ରୀ ସ୍ବରଚିତ କବିତା ପାଠ କରବା ସହ ଅାଲୋଚନାରେ ଅଂଶଗ୍ରହଣ କରିଥିଲେ କାର୍ଯ୍ୟକ୍ରମକୁ କବି ସୁଶାନ୍ତ କର ପରିଚାଳନା କରିଥିବା ବେଳେ ନବୀନର ପ୍ରକାଶିକା ମଞ୍ଜୁ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ