Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭେଟିଲେ ଡା.ରାମଚନ୍ଦାନୀଙ୍କୁ,ହୀରାକୁଦରେ କ୍ଲିନକ୍ ଖୋଲିବାକୁ କଲେ ନିବେଦନ

ସମ୍ବଲପୁର:ଆଜି ସମ୍ବଲପୁର ସହର ଅଗ୍ରଣୀ ଅନୁଷ୍ଠାନ ଏକଟଙ୍କିଆ କ୍ଲିନିକ ଯାହା ୫୦ ହଜାର ଉପରକୁ ରୋଗୀ ପୂରଣ ହେlଇଛନ୍ତି। ଏହି ପାଇଁ ହୀରାକୁଦର ସମାଜ ସେବୀ କାର୍ତିକ କଲେତ ଓ ଏ ଵି ସି ଡ଼ି ଚାରିଟେବଲ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ଓ ସୁନୀଲ ସାଗର, ରାହୁଲ ସାହା ସୁନିଲ ସେଟ ଡ଼କ୍ଟର ରାମଚନ୍ଦନି ଙ୍କୁ ଭେଟି ଅଭିନନ୍ଦନ ଜଣେଇଛନ୍ତି ତାହା ସହିତ ହୀରାକୁଦରେ ମଧ୍ୟ୍ୟ ଏକଟଙ୍କିଆ କ୍ଲିନିକ ଖୋଲିବା ପାଇଁ ଅନୁରୋଧ କରିଛନ୍ତି l ଏହା ସହିତ ଆଗକୁ ସବୁ ଜାଗା ରେ କିପରି ରୋଗୀ ଏହାର ସୁବିଧା ପାଇପାରିବେ ସେଇ ବିଷୟରେ ଆଲୋଚନା କରିଥିଲେଲl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ