Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଡିଗ୍ରୀ ମହାବିଦ୍ୟାଳୟର ସମାପନ ସମାରୋହ

ସମ୍ବଲପୁର :ହୀରାକୁଦ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ଆଇଓ୍ବାଇଡିପି-୨୦୨୩ ନୂଆ ଓ ଯୁବ ମହାବିଦ୍ୟାଳୟର ସମାପନ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ସଞ୍ଜୟ କୁମାର ବାବୁ( ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା,ରାଜ୍ୟ ବିଜେଡ଼ି ମୁଖପାତ୍ର ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି) ଓ ସଞ୍ଜିତ ମହାନ୍ତି(ରାଜ୍ୟ କେନ୍ଦୁପତ୍ର ଯୋଜନା ବୋର୍ଡ଼ ଉପଦେଷ୍ଟା) ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ