Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନକଉଡାରେ ଭାଷା,ସାହିତ୍ୟ ଓ ସୃଜନାଶୀଳତା ଉତ୍ସବ

ସମ୍ବଲପୁର: ଧନକଉଡା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଧନକଉଡା ଗୋଷ୍ଠୀ ଶିକ୍ଷାଧିକାରୀ ଡଃ.ସୁରେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଟିବା ବେଳେ ସମ୍ମାନୀତ ଅତିଥି ଭାବେ ବିଆରସିସି ଉମେଶ ମିଶ୍ର,ମୋ ସ୍କୁଲ ଅଭିଯାନ ସଭାପତି ହୀରାଲାଲ ବେହେରା ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁ ଅଗ୍ରୱାଲ ଏଥୋରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ଆନନ୍ଦ ଡନସେନା ସଂଯୋଜନା କରୋଥିବା ବେଳେ ସ୍ୱର୍ଣ୍ଣଲତା ମିଶ୍ର,ଶ୍ରୀକାନ୍ତ ଦାଶ,ଅନୀତା ପଣ୍ଡା,ଲକ୍ଷ୍ମଣ ମେହେର,ପୂର୍ଣ୍ଣ ଚନ୍ଦ୍ର ସାହୁ,କୁନି ସୁନା ପ୍ରମୂଖ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହାକୁ ପରିଚାଳନା କରିଥିଲେ ।