Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଶ୍ବରୀ ମନ୍ଦିର ଅନୁଧ୍ୟାନ କଲେ ମନ୍ତ୍ରୀ ନିରଞ୍ଜନ

ସମ୍ବଲପୁର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ନୂତନ ନିର୍ମାଣ ଚାଲିଥିବା ମା ସମଳେଇଶ୍ୱରୀଙ୍କ ମନ୍ଦିର ପ୍ରକଳ୍ପର ତଦାରଖ କରିଛନ୍ତି। ସହ ଆସନ୍ତା ୨୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଲରେ ଏହା ଲୋକାର୍ପିତ ହେବାକୁ ଯାଉଥିବା ବେଳେ ଏହାର ଅଗ୍ରଗତି ଓ ବିଭିନ୍ନ ଦିଗରେ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଥିଲେ। ଏହି ସମୟରେ କାଳିଆ ଉପଦେଷ୍ଟା ତଥା ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ମଧ୍ୟ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ