Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଟୋଲପ୍ଲାଜାରେ ଗଣତନ୍ତ୍ର ଦିବସ

ସମ୍ବଲପୁର(ନିଲଡୁଙ୍ଗରୀ): ୫୩ ନମ୍ବର ଜାତୀୟ ରାଜପଥ ଭାରତୀୟ ରାଜମାର୍ଗ ପ୍ରାଧିକରଣର ନିଲଡୁଙ୍ଗରୀ ଠାରେ ଥିବା ଟୋଲପ୍ଲଜାରେ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି।ମୁଖ୍ୟଅତିଥି ଭାବେ ସମାଜସେବୀ ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟୋଲପ୍ଲାଜାର ପରିଚାଳକ ବିନୋଦ କୁମାର ଗୁଜ୍ଜର,ସହ ପରିଚାଳକ ସଞ୍ଜିବ ଭୋଇ,ଆଇଟି ବିଶାଳ ଗୁଜ୍ଜର, ସୁପରଭାଇଜର ପ୍ରମୋଦ କୁମାର ସାହୁ ଓ ସୁବୋଧ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କ ସହିତ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ