Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୁ ସ୍ମୃତି କମିଟିର ୭୫ତମ ଗଣତନ୍ତ୍ର ଦିବସ

ସମ୍ବଲପୁର:୭୫ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବିଜୁ ସ୍ମୃତି କମିଟି ସମ୍ବଲପୁର ଠାରେ ପାଳନ ହୋଇ ଯାଇଛି । ବିଜୁ ସ୍ମୃତି କମିଟିର ଆଭାହକ ପ୍ରଶାନ୍ତ ଥାପା ପତାକା ଉତ୍ତୋଳନ କରିଥିଲେ।ଏହା ପରେ ଏକ ସାଧାରଣ ବୈଠକ ହୋଇଥିଲା, ବିଗତ ଦିନ ମାନଙ୍କରେ ସ୍ମୃତି କମିଟି ତରଫରୁ ଲୋକଙ୍କ ପାଇଁ ସେବା କରି ଆସିଥିଲେ ଓ ଆଗକୁ ମଧ୍ୟ ଲୋକଙ୍କ ସାଥିରେ ରହିବେ ବୋଲି ସପତ ନିଆଗଲା ।ଏବଂ ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଆଲୋଚନା ହେଲା।ଏହି ଅବସରରେ ବିଜୁ ସ୍ମୃତି କମିଟିର ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ,ବିଜୁ ସ୍ମୃତି କମିଟିର ସତ୍ୟେନ୍ଦ୍ର କୁମାର ଦାଶ,ବରିଷ୍ଠ ବିଜେଡି ନେତା-ହରିହର ପାଣି, ମାୟାଧର ଜେନା,ଅଶୋକ ମିଶ୍ର,ଶେଷଦେଵ ଗୁରୁ,ବିକ୍ରମ ରଞ୍ଜିତ,ଆନନ୍ଦ କୁମ୍ଭାର, ଭୋଳାନାଥ ବେହେରା,ସୁଧୀର ଦାଶ, ମାନରଞ୍ଜନ ମହାକୁଡ଼, ମନୋଜ ଭଗର୍ତ୍ତି ,ମାନସ ବେହେରା, ତପନ ଦାଶ, ପୂର୍ଣ୍ଣ ବିଶ୍ୱାଳ, ସୁଶାନ୍ତ ମିଶ୍ର, ଜୟପ୍ରକାଶ ଖୁରା ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।