Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରଳା ଗ୍ରାମ୍ୟ ଜଙ୍ଗଲ ରୁ ବାଳିକା ର ମୃତ ଦେହ ଉଦ୍ଧାର।

ହାଟଡିହି ବ୍ଲକ ସରଳା ଗ୍ରାମ୍ୟ ଜଙ୍ଗଲ ରୁ ଶୁକ୍ରବାର ଏକ ନା ବାଳିକା ର ମୃତ ଦେହ ଉଦ୍ଧାର କରାଯାଇଛି। ଏହି ମୃତ ଦେହ ଟି ପାଖ ଭଦ୍ରକ ଜିଲ୍ଲାର ଅଧିନ ବନ୍ତ ଥାନା ଅନ୍ତର୍ଗତ ତାଳବାଙ୍କ ଗାଁ ର ବୋଲି ଜଣା ପଡିଛି। ଗତକାଲି ନିଜ ଘରେ ଏକୋଇସିଆ ପାଳନ କରାଯାଉଥିଲା। ଏହି  ଖୁସି ରେ ସମସ୍ତେ ଖୁସି ରହିଥିବା ବେଳେ ହେଲେ ଝିଅ ଟି ତାଙ୍କ ପରିବାର ବର୍ଗ ମଧ୍ୟରୁ  ସନ୍ଧ୍ୟା 7.00 ଟା ରୁ ନିଖୋଜ ଥିଲା । ଆଜି  ସରଳ ଗ୍ରାମ୍ୟ ଜଙ୍ଗଲ ରୁ ଝିଅ ଟିର ମୃତ ଦେହ ଉଦ୍ଧାର କରାଯାଇଛି ଯାହାକୁ କି ଉଭୟ ନନ୍ଦିପଦା ଓ ବନ୍ତ ପୋଲିସ ଙ୍କ ମିଳିତ ସାହୋଜଗ ରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।