Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଶନ ଶକ୍ତି ମହିଳା ଙ୍କ ଦ୍ଵାରା ଓଡ଼ିଆ କବି ସମ୍ମଳନୀ।

ହାଟଡିହି ଶୁକ୍ରବାର ଦିନ ହାଟଡିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ମିଶନ ଶକ୍ତି ମାଆ ମାନଙ୍କ ଦ୍ଵାରା ଓଡ଼ିଆ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟଡିହି ବ୍ଲକରେ ଥିବା ସମସ୍ତ ସକ୍ରିୟ ସ୍ଵୟଂ ସହାୟକ ମହିଳା ମାନଙ୍କ ମଧ୍ୟରେ ସାହିତ୍ୟ ଭାଷା ପ୍ରତି ଥିବା ଦୃବଳତା କୁ ମାଆ ମାନେ କବିତା ମାଧ୍ୟମ ରେ ଆବୃତ୍ତି କରିଥିଲେ । ଏଥିରେ ହାଟଡିହି ବ୍ଲକର ବିଡିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟାପକ ରବି ନାରାୟଣ ବିଶ୍ଵାଳ, ଶିଶୁ ଓ ମହିଳା କଲ୍ୟାଣ ଅଧିକାରୀ ବିନୋଦିନୀ ତ୍ରିପାଠୀ, ବିଏଲସି ମିନାକ୍ଷୀ ମୋନାଲିସା ଜେନା, ବିଏଲସି ସ୍ଵର୍ଣ୍ଣ ରାଣୀ ପୂର୍ଷ୍ଟ  ଯୋଗ ଦେଇଥିଲେ। ଏଥିରେ ଆମ୍ବୋ ପଞ୍ଚାୟତ ର ନିରୁପମା ନନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସଡଙ୍ଗ ପଞ୍ଚାୟତ ର ମମତା ମୟୀ ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି, ତୃତୀୟ ରେ ତେନ୍ତୁଳିପଦି ସ୍ଵୟଂ ସହାୟକ ଗୋଷ୍ଠୀ ର ମାଳତିଲତା ପହି ଅଧିକାର କରିଛନ୍ତି । ଏଥରେ ବିଜେତା ମାନଙ୍କୁ ଉପ ଢୋକାନ ଓ ମାନପତ୍ର ପ୍ରଦାନ କରା ଯାଇଛି।କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟଡିହି ବ୍ଲକରେ ଥିବା ସମସ୍ତ ସକ୍ରିୟ ସ୍ଵୟଂ ସହାୟକ ମହିଳା ମାନଙ୍କ ମଧ୍ୟରେ ସାହିତ୍ୟ ଭାଷା ପ୍ରତି ଥିବା ଦୃବଳତା କୁ ମାଆ ମାନେ କବିତା ମାଧ୍ୟମ ରେ ଆବୃତ୍ତି କରିଥିଲେ । ଏଥିରେ ହାଟଡିହି ବ୍ଲକର ବିଡିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟାପକ ରବି ନାରାୟଣ ବିଶ୍ଵାଳ, ଶିଶୁ ଓ ମହିଳା କଲ୍ୟାଣ ଅଧିକାରୀ ବିନୋଦିନୀ ତ୍ରିପାଠୀ, ବିଏଲସି ମିନାକ୍ଷୀ ମୋନାଲିସା ଜେନା, ବିଏଲସି ସ୍ଵର୍ଣ୍ଣ ରାଣୀ ପୂର୍ଷ୍ଟ  ଯୋଗ ଦେଇଥିଲେ। ଏଥିରେ ଆମ୍ବୋ ପଞ୍ଚାୟତ ର ନିରୁପମା ନନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସଡଙ୍ଗ ପଞ୍ଚାୟତ ର ମମତା ମୟୀ ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି, ତୃତୀୟ ରେ ତେନ୍ତୁଳିପଦି ସ୍ଵୟଂ ସହାୟକ ଗୋଷ୍ଠୀ ର ମାଳତିଲତା ପହି ଅଧିକାର କରିଛନ୍ତି । ଏଥରେ ବିଜେତା ମାନଙ୍କୁ ଉପ ଢୋକାନ ଓ ମାନପତ୍ର ପ୍ରଦାନ କରା ଯାଇଛି।