Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଜ ବାସଗୃହ ଦାନ କରିଛନ୍ତିଧର୍ମ ପରାୟଣ ମହିଳା

ରାଜ ବୈଦ୍ୟ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ପୁତ୍ରବଧୂ ତଥା ଡାକ୍ତର ସ୍ୱର୍ଗତ ଦାମୋଦର ମହାନ୍ତିଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାରଳା ମହାନ୍ତି ରାମ ମନ୍ଦିର ନିର୍ମାଣ ନିମନ୍ତେ ନିଜ ବାସଗ୍ରୁହକୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସ୍ୱଇଛାରେ ଦାନ କରିଛନ୍ତି।ପ୍ରକାଶ ଥାଉକି, ଶ୍ରୀମତୀ ମହାନ୍ତି ଜଣେ ଧର୍ମ ପରାୟାଣା ମହିଳା ଭାବେ ଗୁଡ଼ାରୀ ଅଞ୍ଚଳରେ ପରିଚିତ। ସେ କହିଛନ୍ତି ଯେ,ବହୁ ଦିନର ସ୍ବପ୍ନ ପୁରୁଣ ହୋଇଛି। ମୋଜିବନ କାଳ ମଧ୍ୟରେ ମନ୍ଦିର ନିର୍ମାଣ ହୋଇ ରାମ ଲାଲା ପୂଜା ପାଇଲେ ମୋ ଜୀବନ ଧନ୍ୟ ମନେ କରିବି ବୋଲି କହିଛନ୍ତି। ଶ୍ରୀମତି ସାରଳା ଦେବୀଙ୍କ ଦୁଇ ପୁଅ ଜୟ ମଙ୍ଗଳ ଏବମ ବାବୁନି ମହାନ୍ତି ମଧ୍ୟ ତାଙ୍କ ମାଁଙ୍କ ଧର୍ମ କାର୍ଯ୍ୟକୁ ସ୍ଵାଗତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ