Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସର ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ସମ୍ବଲପୁର:ବହୁ ଚର୍ଚିତ ଚଲଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଶେଷରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ହଠାତ୍ ଦଳରେ କାହିଁକି ଯୋଗଦେଲେ ତାର ଆଭିମୁଖ୍ଯ ସ୍ୱଷ୍ଟ ହୋଇନଥିଲେ ମଧ୍ୟ ପୁର୍ବରୁ ତାଙ୍କ ରାଜନୈତିକ ଋଚି ରହିଥିଲା । ତେବେ ଆସନ୍ତା ନିର୍ବାଚନରେ ସେ କେଉଁଠୁ ନିର୍ବାଚନ ଲଢିବେ ସେପରି କିଛି ଜଣାପଡିନଥିଲେ ମଧ୍ୟ ଲଢିବା କିନ୍ତୁ ପକ୍କା ବୋଲି ମନୋଜଙ୍କ ସମର୍ଥକ ମହଳରେ ଚର୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ