Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଙ୍କ ଜନ ଶୁଣାଣିରେ ଅନୁପସ୍ଥିତ ଜିଲ୍ଲା ପାଳ।

ଆଜି ହାଟଡିହି ବ୍ଲକ ରେ ଆଜି କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଙ୍କୁ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ପାଳ, ଏସପି ଅନୁପସ୍ଥିତ ଥିବା ଜାଣିବାକୁ ମିଳିଥିଲା କାରଣ ସୋମବାର ଦିନ କେନ୍ଦୁଝର ଜିଲ୍ଲା ପରିଦର୍ଶନ ରେ ଓଡ଼ିଶା  ମହାମହିମ ରାଜ୍ୟପାଳ ରଘୁବର ଦାସ ଆସିଥିଲେ।ତେଣୁ ଏହି ଜନ ଶୁଣାଣି କୁ  ଆନନ୍ଦପୁର ଉପଜିଲ୍ଲାପାଳ  ଚିତରଞ୍ଜନ ମହାନ୍ତ, କେନ୍ଦୁଝର ଜିଲ୍ଲାର ଏଡିମ୍, ଏଡି ପିଏଚ ଡକ୍ଟର ପ୍ରଣତିନି ନାୟକ, ହାଟଡିହି ବ୍ଲକ ମଣ୍ଡଳ ଅଧିକାରୀ ସୌମ୍ୟାଶ୍ରୀ ପାଣିଗ୍ରାହୀ, ତହସିଲଦାର ହବିଲ ଖା ଖା ଙ୍କ ପୁରା ଜିଲ୍ଲା ର ସମସ୍ତ ବିଭାଗ ର। ମୁଖ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏଥିରେ ଶତାଧିକ ଲୋକ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ନିର୍ଦ୍ଧିଷ୍ଟ ବିଭାଗ କୁ ଅତିଶୀଘ୍ର ତାଙ୍କର ଅଭିଯୋଗ ସମାଧାନ କରାଯିବ ବୋଲି ମଣ୍ଡଳ ଅଧିକାରୀ ସୂଚନା ଦେଇଛନ୍ତି।