Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାରେ ଆହତ ପରିବାରକୁ ହସ୍ପିଟାଲ ପହଞ୍ଚାଇଲେ ଯୁବନେତା

ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ମହାନଗର ସ୍ଥିତ ଦୁର୍ଗାପାଲି ପେଟ୍ରୋଲପମ୍ପ ସମ୍ମୁଖରେ ଏକ ବାଇକ ଓଡି ୧୭ ଡବ୍ଲୁ ୧୬୬୬ ନମ୍ବର ପଲସର ଗାଡିରେ ଦୁଇଜଣ ଯିଏ ଅତାବିରା ଅଞ୍ଚଳର ପରିଚୟ ଦେଇଥିଲେ ଓ ଅନ୍ୟ ଏକ ବାଇକରେ ଦୁର୍ଗାପାଲି ଉପରପଡା ନିବାସୀ ନିଲାଞ୍ଚଳ ପୁଟେଲ ତାଙ୍କ ସ୍ତ୍ରୀ ପ୍ରେମଶିଳା ପୁଟେଲ ଓ ପୁଅଙ୍କୁ ସାମ୍ନା ସାମ୍ନି ଧକ୍କା ମାରିଥିବାରୁ ଉଭୟ ପକ୍ଷେ ଗଭୀର ଆହତ ହୋଇଥିଲେ।ଘଟଣା ସ୍ଥଳରେ ବିଜେଡ଼ି ଯୁବନେତା ଦୁଲାଲ ଚନ୍ଦ୍ର ରାୟ ପହଞ୍ଚି କ୍ଷେତରାଜପୁର ଥାନାକୁ ଖବର ଦେବା ସହ ଆହତଙ୍କୁ ଏକ ସ୍ଥାନୀୟ କିଛି ଯୁବକଙ୍କ ସହ ମିଶି ଟେମ୍ପୁ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରି ଘରକୁ ପଠାଇଥିଲେ।