Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପାଲି ର ବିଶିଷ୍ଟ ବାନ୍ଧଶିଳ୍ପୀ ଗଣେଶ ମେହେର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ରେ ଏକ ୱାଲ୍ ହେଙ୍ଗଗିଇଂ ଚିତ୍ର ବୁଣି ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କେନ୍ଦୁପାଲି ଗ୍ରାମ ଗଣେଶ ମେହେର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ରେ ଏକ ହାତତିଆରି ୱାଲ୍ ହେଙ୍ଗଗିଇଂ ଫଟୋ ଚିତ୍ର ବୁଣି ତାଙ୍କ ପୁତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି I ଗତ 5 ତାରିଖରେ ବାନ୍ଧଶିଳ୍ପୀ ଗଣେଶ ନବୀନ ନିବାସରେ ପହଂଚି ଉପହାର ସ୍ବରୂପ ନିଜ ହାତରେ ବୁଣି ଆଣି ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିଲେ I ବାପା ପଞ୍ଚାନନ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଗତ ଲକ୍ ଡାଉନ୍ ସମୟରେ ଏହା ନିଜ ହାତରେ ମଙ୍ଗlରେ ଶୁଣିଥିବା କହିଥିଲେ I ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପହାର୍ ଗ୍ରହଣ କରିବା ପରେ ଖୁସିବ୍ୟକ୍ତ ହୋଇ ବୁଣାକାର ଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ