ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା, ଚାନ୍ଦବାଲିରୁ ମନମୋହନ ସାମଲ, ସମ୍ବଲପୁରରୁ ଲଢିବେ ଜୟନାରାୟଣ


ଭୁବନେଶ୍ୱର: ବହୁ ମାନସ ମନ୍ଥନ ଓ କଳ୍ପନାଜଳ୍ପନା ପରେ ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଦଳ ଆଜି ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଚାନ୍ଦବାଲିରୁ ଲଢିବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୁଣି ଥରେ ସମ୍ବଲପୁରରୁ ଲଢିବେ ଜୟନାରାୟଣ ମିଶ୍ର । ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗରରୁ ବିଧାନସଭା ନିର୍ବାଚନ ଲଢିବେ ।

୧ – ପଦ୍ମପୁର- ଗୋବର୍ଦ୍ଧନ ଭୋଇ
୨ – ବିଜେପୁର- ସନତ କୁମାର ଗର୍ତିଆ
୩ – ବରଗଡ- ଅଶ୍ୱିନୀ କୁମାର ଷଡଙ୍ଗୀ
୪ – ଅତାବିରା- ନିହାର ରଞ୍ଜନ ମହାନନ୍ଦା
୫- ଭଟଲୀ- ଇରାସିସ ଆଚାର୍ଯ୍ୟ
୬ – ବ୍ରଜରାଜନଗର- ସୁରେଶ ପୂଜାରୀ
୭ – ଝାରସୁଗୁଡା- ଟଙ୍କଧର ତ୍ରିପାଠୀ
୮ – ତଳସରା- ଭବାନୀ ଶଙ୍କର ଭୋଇ
୯ – ସୁନ୍ଦରଗଡ- କୁସୁମ ଟେଟେ
୧୦ – ବୀରମିତ୍ରପୁର- ଶଙ୍କର ଓରାମ
୧୧ – ରଘୁନାଥପାଲି- ଦୁର୍ଗା ଚରଣ ମହାନ୍ତି
୧୨ – ରାଜଗାଙ୍ଗପୁର- ନରସିଂହ ମିଞ୍ଜ
୧୩ – ବଣେଇ- ସେବତୀ ନାଏକ
୧୪ – କୁଚିଣ୍ଡା- ରବିନାରାୟଣ ନାଏକ
୧୫ – ରେଙ୍ଗାଲି- ନାଉରୀ ନାଏକ
୧୬ – ସମ୍ବଲପୁର- ଜୟନାରାୟଣ ମିଶ୍ର
୧୭ – ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର
୧୮ – ଦେବଗଡ- ସୁବାସ ପାଣିଗ୍ରାହୀ
୧୯ – ଆନନ୍ଦପୁର- ଆଲୋକ କୁମାର ସେଠୀ
୨୦- କେନ୍ଦୁଝର- ମୋହନ ଚରଣ ମାଝୀ
୨୧ – ଯଶୀପୁର- ଗଣେଶ ରାମ ସିଂ ଖୁଂଟିଆ
୨୨- ଉଦଳା- ଭାସ୍କର ମଢେଇ
୨୩ – ବଡସାହି- ସନାତନ ବିଜୁଳି
୨୪ – ବାରିପଦା – ପ୍ରକାଶ ସୋରେନ
୨୫ – ମୋରଡା- କୃଷ୍ଣଚନ୍ଦ୍ର ମହାପାତ୍ର
୨୬ – ଜଲେଶ୍ୱର – ବ୍ରଜ ପ୍ରଧାନ
୨୭ – ବାଲେଶ୍ୱର- ମାନସ କୁମାର ଦତ
୨୮ – ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ
୨୯ – ସୋରୋ- ରାଜେନ୍ଦ୍ର ଦାସ
୩୦ – ସିମୁଳିଆ- ପଦ୍ମଲୋଚନ ପଣ୍ଡା
୩୧ – ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର
୩୨ – ଧାମନଗର- ସୂର୍ଯ୍ୟବଂଶୀ ସୂରଜ
୩୩- ଚାନ୍ଦବାଲି- ମନମୋହନ ସାମଲ
୩୪ – ବିଞ୍ଝାରପୁର- ବବିତା ମଲିକ
୩୫ – ବଡଚଣା- ଅମର କୁମାର ନାୟକ
୩୬ – ଧର୍ମଶାଳା- ସ୍ମୃତି ରେଖା ପହୀ
୩୭ – ଯାଜପୁର- ଗୌତମ ରାୟ
୩୮ – କୋରେଇ- ଆକାଶ ଦାସ ନାୟକ
୩୯ – ସୁକିନ୍ଦା- ପ୍ରଦୀପ ବଳସାମନ୍ତ
୪୦ – ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
୪୧ – କାମାକ୍ଷାନଗର- ଶତ୍ରୁଘ୍ନ ଜେନା
୪୨ – ପରଜଙ୍ଗ- ବିଭୂତି ଭୂଷଣ ପ୍ରଧାନ
୪୩ – ପାଲଲହଡା- ଅଶୋକ ମହାନ୍ତି
୪୪- ତାଳଚେର- କାଳନ୍ଦି ଚରଣ ସାମଲ
୪୫ – ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ
୪୬ – ଛେଣ୍ଡିପଦା-ଅଗସ୍ତି ବେହେରା
୪୭ – ଆଠମଲ୍ଲିକ- ସଞ୍ଜୀବ ସାହୁ
୪୮ – ବୀରମହାରାଜପୁର- ରଘୁନାଥ ଜଗଦଲା
୪୯ – ସୋନପୁର- ପ୍ରମୋଦ ମହାପାତ୍ର
୫୦ – ଲୋଇସିଂହା- ମୁକେଶ ମହାଲିଙ୍ଗ୫୧ – ପାଟନାଗଡ- କନକ ବର୍ଦ୍ଧନ ସିଂହ ଦେଓ
୫୨ – ବଲାଙ୍ଗୀର- ଗୋପାଳଜୀ ପାଣିଗ୍ରାହୀ
୫୩ – ଟିଟିଲାଗଡ- ନବୀନ ଜୈନ
୫୪ – କଂଟାବଞ୍ଜି- ଲକ୍ଷ୍ମଣ ବାଗ
୫୫ – ନୂଆପଡା- ଅଭିନନ୍ଦନ କୁମାର ପଣ୍ଡା
୫୬ – ଖଡିଆଳ- ହିତେଶ କୁମାର ବଗର୍ତୀ
୫୭ – ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
୫୮ – ନବରଙ୍ଗପୁର- ଗୌରୀ ଶଙ୍କର ମାଝୀ
୫୯ – ଲାଞ୍ଜିଗଡ- ରମେଶ ଚନ୍ଦ୍ର ମାଝୀ
୬୦ – ଜୁନାଗଡ- ମନୋଜ କୁମାର ମେହର
୬୧ – ଧର୍ମଗଡ- ସୁଧୀର ପାଟ୍ଟଯୋଶୀ
୬୨ – ଭବାନୀପାଟଣା- ପ୍ରଦୀପ୍ତ କୁମାର ନାଏକ
୬୩ – ନର୍ଲା- ଅନିରୁଦ୍ଧ ପ୍ରଧାନ
୬୪ – ବାଲିଗୁଡା- କଳ୍ପନା କୁମାରୀ କହଁର
୬୫ – ଜି ଉଦୟଗିରି- ମନଗୋବିନ୍ଦ ପ୍ରଧାନ
୬୬ – ଫୁଲବାଣୀ- ଉମା ଚରଣ ମଲ୍ଲିକ
୬୭ – କଂଟାମାଳ- କହ୍ନେଇ ଚରଣ ଡାଙ୍ଗା
୬୮ – ବୌଦ୍ଧ- ସରୋଜ ପ୍ରଧାନ
୬୯ – ବଡମ୍ବା- ସମ୍ବିତ ତ୍ରିପାଠୀ
୭୦ – ବାଙ୍କି- ତୁଷାରକାନ୍ତ ଚକ୍ରବର୍ତୀ
୭୧- ଆଠଗଡ- ଅଭୟ କୁମାର ବାରିକ
୭୨- ଚୌଦ୍ୱରା କଟକ- ନୟନ କିଶୋର ମହାନ୍ତି
୭୩ – ନିଆଳି- ଛବି ମଲ୍ଲିକ
୭୪ – କଟକ ସଦର- ପ୍ରକାଶ ଚନ୍ଦ୍ର ସେଠୀ
୭୫- ମାହାଙ୍ଗା- ସୁମନ୍ତ କୁମାର ଘଡେଇ
୭୬ – ପାଟକୁରା- ତେଜେଶ୍ୱର ପରିଡା
୭୭ – ଆଉଲ – କୃଷ୍ଣଚନ୍ଦ୍ର ପଣ୍ଡା
୭୮ – ମହାକାଳପଡା- ଦୁର୍ଗା ପ୍ରସନ୍ନ ନାୟକ
୭୯ – ପାରାଦୀପ – ସଂପଦ କୁମାର ସ୍ୱାଇଁ
୮୦ – ତିର୍ତୋଲ- ରାଜକିଶୋର ବେହେରା
୮୧ – ନିମାପଡା- ପ୍ରଭାତୀ ପରିଡା
୮୨ – ପୁରୀ – ଜୟନ୍ତ ଷଡଙ୍ଗୀ
୮୩ – ବ୍ରହ୍ମଗିରି- ଉପାସନା ମହାପାତ୍ର
୮୪ – ସତ୍ୟବାଦୀ – ଓମ ପ୍ରକାଶ ମିଶ୍ର
୮୫ – ପିପିଲି- ଅଶ୍ୱିନ କୁମାର ପଟ୍ଟନାୟକ
୮୬ – ଜୟଦେବ-ଅରବିନ୍ଦ ଢାଲି
୮୭ – ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ
୮୮- ଭୁବନେଶ୍ୱର ଉତର- ପ୍ରିୟଦର୍ଶୀ ମିଶ୍ର
୮୯ – ଏକାମ୍ର ଭୁବନେଶ୍ୱର- ବାବୁ ସିଂ
୯୦ – ଜଟଣୀ- ବିଶ୍ୱରଞ୍ଜନ ବଡଜେନା
୯୧ – ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ
୯୩ – ଖଣ୍ଡପଡା – ଦୁଷ୍ମନ୍ତ ସ୍ୱାଇଁ
୯୪ – ଦଶପଲ୍ଲା- ରାଘବ ମଲ୍ଲିକ
୯୫ – ନୟାଗଡ- ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
୯୬ – ଭଞ୍ଜନଗର- ପ୍ରଦ୍ୟୁମ୍ନ କୁାମର ନାୟକ
୯୭ – ପୋଲସରା- ଗୋକୁଳ ଚନ୍ଦ୍ର ମଲ୍ଲିକ
୯୮ – କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ
୯୯ – ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
୧୦୦ – ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ୧୦୧- ଆସ୍କା- ସରୋଜ କୁମାର ପାଢୀ
୧୦୨ – ସୁରଡ – ନୀଳମଣି ବିଷୋୟୀ
୧୦୩ – ହିଞ୍ଜିଳି –ଶିଶିର ମିଶ୍ର
୧୦୪ – ଗୋପାଳପୁର – ବିଭୂତି ଭୂଷଣ ଜେନା
୧୦୫ – ବ୍ରହ୍ମପୁର- କେ ଅନିଲ କୁମାର
୧୦୬ – ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର
୧୦୭ – ଚିକିଟି- ମନୋରଞ୍ଜନ ଦିଆନ ସାମନ୍ତରାୟ
୧୦୮ – ପାରଳାଖେମୁଣ୍ଡି – କେ ନାରାୟଣ ରାଓ
୧୦୯ – ଗୁଣପୁର – ତ୍ରିନାଥ ଗୋମାଙ୍ଗ
୧୧୦- କୋରାପୁଟ- ରଘୁରାମ ମଚ୍ଛା
୧୧୧ – ପଟାଙ୍ଗୀ- ଚୈତନ୍ୟ ହନ୍ତାଳ
୧୧୨ – ମାଲକାନଗିରି – ନରସିଂହ ମାଡକାନୀ