Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଧାର ସଂଶୋଧନ କରିବାକୁ ପାଇଁ ଯାଇ ରାଜଧାନୀ ରେ ହଜିଲେ ଜେଜେ

ହାଟଡିହି ୯/୪ କେଉଁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ  ମଝିସାହି ଛଅ ନମ୍ବର ଓ୍ବାର୍ଡ ର ଭରତ ଯେନା,ବୟସ (୭୭) ଗତ ସୋମବାର ଠାରୁ ନିଖୋଜ ଅଛନ୍ତି,ଆଧାର ସଂଶୋଧନ ପାଇଁ  ଭୁବନେଶ୍ବର ଯାଇଥିବା ବେଳେ ଡୁମଡୁମା ନିକଟରେ ନାତୁଣୀ  ପାଖରେ ରହୁଥିଲେ। ତିନି ଦିନ ଘରେ ରହିବା ପରେ ଜେଜେ , ସୋମବାର ଦିନ ସନ୍ଧ୍ୟା  ସମୟରେ ପାଖ ଚା ଦୋକନ କୁ ଯାଇଥିବା ବେଳେ  ନାତୁଣୀ ରହୁଥିବା ଭଡା ଘରକୁ ଫେରି ନଥିଲେ।ପରିବାର ପକ୍ଷରୁ ବହୁ ଖୋଜା ଖୋଜି ପରେ  ନମିଳିବାରୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଆଜିସୁଦ୍ଧା ଭରତ ଙ୍କ କୌଣସି ପତ୍ତା ମିଳୁନାହିଁ।ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଥିବା ଲୋକର ସନ୍ଧାନ ପାଆନ୍ତି ମୋବାଇଲ୍ ୭୯୯୨୭୭୪୦୬୫ ରେ ଜଣାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ