Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହା ବିଷୁବ ସଂକ୍ରାନ୍ତି ଅବସରରେ ପଣା ବଣ୍ଟନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବିଜୁ ପଟ୍ଟନାୟକ ଛକ ଠାରେ ନିୟୁଜ ୱାର୍ଲଡ ଓଡିଶା ୨୪ ତରଫରୁ ଜିଲ୍ଲା ପ୍ରତିନିଧି ଗଣେଶ ସାହୁଙ୍କ ନେତୃତରେ ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋନପୁର ଜିଲ୍ଲା ଯୁବ ସମାଜସେବୀ ଅରବିନ୍ଦ ବାରିକ ଏବଂ ସମ୍ମାନିତ ଅତିଥିଭାବେ ସୋନପୁର ଜିଲ୍ଲା ବିଜେପି ଯୁବ ମୋର୍ଚା ସଭାପତି ସ୍ୱରୂପ ପାତ୍ର, ସୋନପୁର ଜିଲ୍ଲା ଯୁବ ନେତା ହିମାଂଶୁ ଗଡତିଆ, ବିଶିମୁଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ପ୍ରତିନିଧି ମନୋଜ ପଲିଆ ପ୍ରମୁଖ ଯୋଗ ଦେଇ କାର୍ଯକ୍ରମ ଶୁଭାରମ୍ଭ କରିଥଲେ। ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଛକ ଠାରେ ଶହ ଶହ ଲୋକ ତଥା ବସ ଯାତ୍ରୀଙ୍କୁ ସର୍ବତ ପାଣି ଆଉ ଦହି ପଣା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ