Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚ ମହଲା ପେକ୍ସରେ ଆରମ୍ଭ ହେଲା ଧାନ କିଣା

ସୁବର୍ଣ୍ଣପୁର ( ରାଜ ଆଜି ସକାଳୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚ ମହଲା ପେକ୍ସ ରେ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା ପରେ ପଞ୍ଚମହଲା ଏସସିଏସ୍ ତରଫରୁ ଧାନ କିଣା ର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ପେକ୍ସ ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଏଆରସିଏସ୍ ଗିରିଶ ଚନ୍ଦ୍ର ପୁରୋହିତ, ପୂର୍ବତନ ସଭାପତି ତଥା ରାଜ୍ୟ ଗୃହ ନିର୍ମାଣ ନିଗମ ନିର୍ଦ୍ଦେଶକ ରାଜକୁମାର ମିଶ୍ର, ଏସିଆର୍ ପ୍ରେମାନନ୍ଦ ଦୀପ, ଡିଇଓ ସନ୍ତୋଷ ମେହେର, ଚାଷୀ ନେତା ବାବୁଲା ମିଶ୍ର ଓ ବଡ଼ ପାଣ୍ଡିଆଙ୍କ ପ୍ରମୁଖ ଙ୍କ ସହ ଅନେକ ଚାଷୀ ତଥା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ