Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋସ ଅଞ୍ଚଳରେ ଦନ୍ତା ହାତୀ ର ସନ୍ଦେହ ଜନକ ମୃତ୍ୟୁ। ମାରିଦେଇଥିବା ସନ୍ଦେହ।

ହାଟଡିହୀ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଆଶ୍ରମ ସ୍କୁଲ ହାଟଡିହୀ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଆଶ୍ରମ ସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ହାତୀଟି ହଦଗଡରୁ ଆସି ଏoହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା। ତେବେ ଦନ୍ତା ହାତୀର ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିବାବେଳେ ଦନ୍ତାଟିକୁ ମାରି ଦିଆଯାଇଥିବା ଆଲୋଚନା ହେଉଛି। ହଦଗଡ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତହେଦହ ପଡିଥିବା ସିଲ୍‌ କରିଛି। ଘଟଣା ସ୍ଥଳରେ ସୋସୋ ପୁଲିସ, ହଦଗଡ଼ ବନବିଭାଗ ରେଞ୍ଜର ମାର୍ଶାଲ କିସ୍କୁ ଓ ପୁରା ବିଭାଗ ସହ ଡିଏଫଓ ପୁରା ଘଟଣା ର ତଦନ୍ତ କରୁଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ହାତୀ ଟିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପ୍ରତ୍ୟେକ୍ଷ ଦର୍ଶୀ । ହାତୀ ଟିର ମୃତ୍ୟୁ ପରେ ବିଦ୍ୟୁତ୍ ତାର ଖୋଲିନିଆ ଯାଇ ଥିବା ଗ୍ରାମ ବାସୀ ଦେଖିଥିବା କହିଛନ୍ତି। କିନ୍ତୁ ବନବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ହାତୀଟି ହଦଗଡରୁ ଆସି ଏହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା। ତେବେ ଦନ୍ତା ହାତୀର ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିବାବେଳେ ଦନ୍ତାଟିକୁ ମାରି ଦିଆଯାଇଥିବା ଆଲୋଚନା ହେଉଛି। ହଦଗଡ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତହେଦହ ପଡିଥିବା ସିଲ୍‌ କରିଛି। ଘଟଣା ସ୍ଥଳରେ ସୋସୋ ପୁଲିସ, ହଦଗଡ଼ ବନବିଭାଗ ରେଞ୍ଜର ମାର୍ଶାଲ କିସ୍କୁ ଓ ପୁରା ବିଭାଗ ସହ ଡିଏଫଓ ପୁରା ଘଟଣା ର ତଦନ୍ତ କରୁଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ହାତୀ ଟିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପ୍ରତ୍ୟେକ୍ଷ ଦର୍ଶୀ । ହାତୀ ଟିର ମୃତ୍ୟୁ ପରେ ବିଦ୍ୟୁତ୍ ତାର ଖୋଲିନିଆ ଯାଇ ଥିବା ଗ୍ରାମ ବାସୀ ଦେଖିଥିବା କହିଛନ୍ତି। କିନ୍ତୁ ବନବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ