Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ସୁବୋଧ କୁମାର ପଣ୍ଡା ନେଲେ ଅବସର

ସମ୍ବଲପୁର: ଜମନକିରା ବ୍ଲକ ସାପଲତ ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ସୁବୋଧ କୁମାର ପଣ୍ଡା ଚାକିରି ଜୀବନରୁ ଅବସରଗ୍ରହଣ କରିଛନ୍ତି। ଶ୍ରୀ ପଣ୍ଡା ୧୯୮୬ ମସିହା ଅଇଁଠାପାଲି ବିଦ୍ୟୁତ କଲୋନୀ ପ୍ରାଥମିକ ବିଦ୍ୟାଳୟରୁ ଚାକିରିଜୀବନ ଆରମ୍ଭ କରିଥିଲେ। ପରେ ରେମେଡ ପ୍ରାଥମିକ ବିଦ୍ୟାଳୟ, ଭୁତାପଡ଼ା ସ୍କୁଲ, ପଟ୍ଟନାୟକପଡ଼ା ସ୍କୁଲ ଓ ବଡ଼ବଜାର ସ୍କୁଲ ଆଦିରେ ଶିକ୍ଷକତା କରିଥିଲେ। ସେ ପୂର୍ବରୁ ସମ୍ବଲପୁର ସହରାଞ୍ଚଳ ଓ ଧନକଉଡ଼ା ବ୍ଲକ ଶିକ୍ଷକ ସଂଘର ୯ ବର୍ଷ ଧରି ସମ୍ପାଦକ ଦାୟିତ୍ବ ତୁଳାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ