Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହୁଲି ମଦ ଜବତ,୩ ଗିରଫ

ହାଟଡିହି,୧୦/୪କେନ୍ଦୁଝର ଜିଲା ହାଟଡିହୀ ଅବକାରୀ ଥାନା ତରଫରୁ ସୋସୋ ଥାନା ଅଞ୍ଚଳରେ ଚଢ଼ାଉ କରି ମହୁଲି ମଦ ବିକ୍ରି କରୁଥିବା ୩ ଜଣଙ୍କୁ ଗିରଫ କରିଛି l ଥାନା ଅଧିକାରିଣୀ ସ୍ମିତା ବେହେରାଙ୍କ ନେତୃତ୍ୱରେ ଅବକାରୀ ବିଭାଗର କର୍ମଚାରୀ ମାନେ ପୁରୁଣାପାଣି, ଟିଲଗଡିଆ, ସୁନ୍ଦରାପାଳ ରେ ଚଢ଼ାଉ କରିଥିଲେ l ସମ୍ପୃକ୍ତ ତିନି ଗ୍ରାମରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୯ ଲିଟର ମହୁଲି ମଦ ଜବତ କରାଯାଇଛି l କେସ ନଂ ୩/୨୦୨୪ ରେ ଏକ ମାମଲା ରୁଜୁ ହୋଇଛି l