Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୧୯ରୁ ମହିଳା ଏସିଆ କପ୍:ଦୁଲାଲ ହେଲେ ଭାରତୀୟ ଟିମ୍ ମ୍ୟାନେଜର

ସମ୍ବଲପୁର:ଓସିଏ ର ସଭ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ନିଯୁକ୍ତି।ମହିଳା ଏସିଆ କପ୍-୨୦୨୪ ପାଇଁ ଭାରତୀୟ ମହିଳା ଟିମ୍ ର ମ୍ୟାନେଜର ଭାବେ ବିସିସିଆଇ ନିଯୁକ୍ତି ଦେଇଥିବା ନେଇ ଆଜି ଜଣାପଡିଛି।ଆଗାମୀ ଜୁଲାଇ ୧୯ ତାରିଖରୁ ଶ୍ରୀଲଙ୍କା ଠାରେ ଅନୁଷ୍ଠିତ ହେବ।ଆସନ୍ତା ୧୬ ତାରିଖ ଦିନ ଭାରତୀୟ ମହିଳା ଟିମ୍ ଚେନ୍ନେଇରୁ ଯାତ୍ରା ଆରମ୍ଭ କରିବା କାର୍ଯ୍ୟକ୍ରମ ରହିଛି।