Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବିଧାୟକଙ୍କୁ ଦେଲେ ସମ୍ବର୍ଦ୍ଧନା,କଲେ ଆଲୋଚନା

ସମ୍ବଲପୁର:ମଙ୍ଗଳବାର ସମ୍ବଲପୁର ମୋଟର ପାର୍ଟ୍ସ ଡିଲର ୱେଲଫେୟାର ଆସୋସିଏସନ୍ ସମ୍ବଲପୁର ବିଧାନସଭା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଭେଟି ଦେଇଛି ସମ୍ବର୍ଦ୍ଧନା,କରିଛି ଆଲୋଚନା।ବିଧାୟକ ଜୟନାରାୟଣ ମିଶ୍ର ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସମ୍ବଲପୁର ମୋଟର ପାର୍ଟ ଡିଲର ୱେଲଫେୟାର ଆସୋସିଏସନ୍ ବାର୍ଷିକ ଉତ୍ସବ ନେଇ ବିଧାୟକଙ୍କ ସହ ଆଲୋଚନା କରିଥିଲେ।ଆସୋସିଏସନ୍ ସଭାପତି ବିପିନ ଭାଟିଆଙ୍କ ସମେତ ସମ୍ପାଦକ ଅନିଲ ଜୈନଙ୍କ ସହ ଅନେକ ସଭ୍ୟ ଏଥିରେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ