Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହାଟଡିହି ବ୍ଲକ କଳିଙ୍ଗା ପଞ୍ଚାୟତ ରେ ଠିକ୍ ରେ ମିଳୁନି ଚାଉଳ।

ହାଟଡିହି ମିଳୁନି ପିଡ଼ିଏସ ଚାଉଳ, ହିତାଧିକାରୀ ହିନସ୍ଥା। ୪ ରୁ ୫ ଥର ପଞ୍ଚାୟତକୁ ଦୌଡ଼ି ଲେ ମିଳୁଛି ରାସନ ସାମଗ୍ରୀ। ଏପରି ଅଭିଯୋଗ ଆଣି ପଞ୍ଚାୟତ ଘେରାଉ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ବଣିଆରି ଓ ମୁଦୁଲିପଦା ଗ୍ରାମବାସୀ ମାନେ। ସେମାନଙ୍କ ଅଭିଯୋଗ ଅନୁସାରେ ପଞ୍ଚାୟତକୁ ଚାଉଳ ଆସିଲେ ଅନ୍ୟ ୱାର୍ଡ ଗୁଡ଼ିକୁ ପ୍ରଥମେ ବଣ୍ଟନ କରି ଶେଷକୁ ଏକ ନମ୍ବର ୱାର୍ଡର ଏହି ଦୁଇଟି ଗାଁକୁ ଚାଉଳ ମିଳିଥାଏ । ବାରମ୍ବାର ପଂଚାୟତ କୁ ଦୌଡ଼ି ଲେ ଚାଉଳ ମିଳିଥାଏ । ଯାହାକୁ ନେଇ ହିତାଧିକାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।