Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଅଜଣା ରୋଗରେ ଗଲା ଶିଶୁର ଜୀବନ

କୋରାପୁଟ:ପୁଣି ଅଜଣା ରୋଗରେ ଗଡିଛି ଶିଶୁର ଜୀବନ।
ନାରାୟଣପାଟଣା ବିଚଳଚୁଆଁ ଗାଁରେ ୩ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି।ଥଣ୍ଡା ଜ୍ବର ହୋଇଥିବାରୁ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ।ସେଠାରେ ଏହି ଶିଶୁର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।ଏଠାରେ ସୂଚନା ଯୋଗ୍ୟଯେ,ନାରାୟଣପାଟଣାରେ ଅଜଣା ରୋଗରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଚାଞ୍ଚଲ୍ୟ ଖେଳିଛି,କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଚେତିନଥିବା ନେଇ ଅଞ୍ଚଳରେ ଘୋର ନୈରାଶ୍ୟ ଭାବ ଦେଖା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ