Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ପବିତ୍ର ଅକ୍ଷୟ ତୃତୀୟା; ଅଖି ମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଲି ପବିତ୍ର ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଚାଷୀ ଅଖି ମୁଠି ଅନୁକୂଳ କରିଥାଏ। କାଲି ଏହି ପବିତ୍ର ଦିନରେ ଅଖି ମୁଠି ଅନୂକୂଳ କରିବେ ମୁଖ୍ୟମନ୍ତ୍ରୀ। ବରମୁଣ୍ଡା ନିକଟ ଓପିକଲ ସାମ୍ନାରେ ଥିବା ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ନବୀନ ପଟ୍ଟନାୟକ ।

ଏହାପରେ ମିଶନଶକ୍ତି କାଫେ ସହ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ସାଢେ ୧୦ ବେଳେ ୟୁନିଟ -୪ରେ ନବନିର୍ମିତ ବିଜେଡି ପାର୍ଟି ଅଫିସ ଉଦଘାଟନ କରିବେ ନବୀନ ପଟ୍ଟନାୟକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ