Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ବିଜୟ କାରଗିଲ ଦିବସ

ସମ୍ବଲପୁର:ଆଜି କାରଗିଲ ବିଜୟ ଦିବସ ଉପଲକ୍ଷେ ସମ୍ବଲପୁର ରେ ଶାନ୍ତି ମାର୍ଚ ର ଆୟୋଜନ ହୋଇଥିଲା। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଆରମ୍ଭ କରି କଚେରୀ ଛକ ସହୀଦ ସ୍ତମ୍ଭ ପର୍ଯ୍ୟନ୍ତ କରାଯାଇଥିଲା। ପ୍ରଥମେ ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା। ସହୀଦ ସ୍ଥମ୍ଭରେ ଆମ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ସହିଦ ଯବାନ ମାନଙ୍କ ଉଦ୍ୟେଶରେ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ପଶ୍ଚିମ ଓଡିଶା ସେବାନିବୃତ୍ତ ସୈନିକ ସଂଘର ସଭାପତି ସୁବେଦାର ମେଜର ଶିବ ନାରାୟଣ ବେହେରା ଏବଂ ବହୁ ସଂଖ୍ୟାରେ ପୂର୍ବତନ ସୈନିକ ଓ ସାଧାରଣ ଜନତା ମଧ୍ୟ ଯୋଗ ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ