Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇକୃପା ସ୍ୱୟଂ ସହାୟକ ଗୋଷ୍ଠୀର ସାଧାରଣ ବୈଠକ

ସମ୍ବଲପୁର:ସ୍ଥାନୀୟ ବଡବଜାର ବଙ୍ଗାଲୀପଡା ୱାର୍ଡ ନମ୍ବର ୧୬ର ସାଇକୃପା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଆଗାମୀ ଦିନରେ ନାନା ପ୍ରକାର ଜନହିତ କାର୍ଯ୍ୟ ଗୁଡିକ କରିବାକୁ ନିଷ୍ପତ୍ତି ନିଆଯାଇଛି।ଗୋଷ୍ଠିର ନୂତନ ତାଲିକାଭୁକ୍ତ ହୋଇଥିବାରୁ ସମସ୍ତ ସଭ୍ୟା ମ୍ୟୁନିସିପାଳଟି କମିଶନର, ମିଶନ ଶକ୍ତି ମିଶନ ତଥା ବ୍ୟାଙ୍କ ଅପ ଇଣ୍ଡିଆକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏହି ଅବସରରେ ଗୋଷ୍ଠିର ସଭାନେତ୍ରୀ ମଞ୍ଜୁଳାତା ରାୟ, ସମ୍ପାଦିକା ସୀମା ସରକାର, ସାଧନାଦାଶ,ମିନା ଦାଶ, ରୂପାଲି ଦେ, ଦୀପଲି ଦାସ, ଦୀପା ସରକାର, ଜୋସ୍ନା ବଳ, ପ୍ରତିଭା ରାଣୀ ରାୟ, ସାଗରିକା ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ