Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବନ୍ୟା ଆଶଙ୍କା ଥିବା ମହାନଦୀ କୂଳିଆ ଗାଁରେ ପହଁଚି ସ୍ଥିତି ଅନୁଧ୍ୟାନ କଲେ ଉଲୁଣ୍ଡା ତହସିଲଦାର

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ଗାଁ ରେ ବନ୍ୟା ଆଶଙ୍କା କରି ସୋମବାର ଜିଲ୍ଲାପାଳ   ଙ୍କର ନିର୍ଦେଶ କ୍ରମେ ନିମ୍ନl , ତେଲେଣ୍ଡା , ବଢ଼ିଲା , ଗୁମୁରଡୁଲା , କପାସିରା , ଧର୍ମଶାଳା , ବିଜେପୁର ସମେତ ନଈ କୁଳିଆ ଗାଁ ପରିଦର୍ଶନ କରିଛନ୍ତି ଉଲୁଣ୍ଡା ତହସିଲଦାର ପ୍ରଶାନ୍ତ ମହାରଣା ଓ ସହକାରୀ ତହସିଲଦାର ସୋମ ନାଥ ବେହେରା l ସୂଚନା ଅନୁସାରେ ହୀରାକୁଦ ରୁ କୋଡିଏ ଟି ଗେଟ ଦେଇ ବନ୍ୟା ଜଳ ମହାନଦୀ ରେ ପ୍ରଭାବିତ ହେଉ ଥିବା ରୁ ମହାନନ୍ଦୀ ଫୁଲି ଉଠିଛି l  ବନ୍ୟା ଆଶଙ୍କା କରି  କେତେ ଲୋକ କୁ ସ୍ଥାନାନ୍ତର କରାଯିବ ତାର ପ୍ରତିକାର କରିବାକୁ ସମ୍ଭାବିତ ସ୍ଥାନ କୁ  ପରିଦର୍ଶନ କରିଥିଲେ l