Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ଶ୍ରମିକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ୍ ଗ୍ରାମରେ ଆଜି ବଜ୍ରାଘାତରେ ଜଣ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ହିମାଂଶୁ ମହାନନ୍ଦ ବୟସ ୫୨ ବର୍ଷ ଆଜି ଅପରାହ୍ନ ସମୟରେ ବିଲରେ କାମ କରୁଥିବା ବେଳେ ହଠାତ୍ ବିଜୁଳୀ ଓ ଘଡ ଘଡି ସହ ବର୍ଷା ହୋଇଥିଲା। ସେଇ ସମୟରେ ହିଁ ତାଙ୍କୁ ବିଜୁଳି ମାରିଥିବା ବେଳେ ଶ୍ରମିକ ଜଣକ ସେଠାରେ ହିଁ ଅଚେତ୍ ହୋଈ ପଡ଼ି ଯାଇଥିଲେ। ପରେ ଘର ଲୋକେ ଖବର ପାଇ ବିଲରୁ ତାଙ୍କୁ ଉଦ୍ଧାର କରି ବିନିକା ଡ଼ାକ୍ତରଖାନା କୁ ନେଇ ଥିବାବେଳେଡ଼ାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ଏହି ଖବର ଜଣାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ