ପ୍ରତିଶୃତି ପାଳନ କଲେ ରେଢ଼ାଖୋଲ ବିଧାୟକ


ସମ୍ବଲପୁର:ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି ବରିଷ୍ଠ ବିଜେଡି ନେତା,ପୂର୍ବତନ ମନ୍ତ୍ରୀ,ସାଂସଦ ତଥା ବର୍ତମାନ ର ରେଢ଼ାଖୋଲ ବିଧାୟକ, ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମହୋଦୟ l ନିର୍ବାଚନ ପ୍ରଚାର ସମୟରେ ରେଢ଼ାଖୋଲ ସହର କଇଥସାହି ର ଦିବ୍ୟାଙ୍ଗ ଶ୍ରୀ ସଞ୍ଜିତ ନାଏକଙ୍କୁ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ କରିବେ ବୋଲି ସେ ପ୍ରତିଶୃତି ଦେଇଥିଲେ l ଆଜି ତାଙ୍କ ପ୍ରତିଶୃତି କୁ ରକ୍ଷ୍ୟା କରି ଶ୍ରୀ ସଞ୍ଜିତ ନାଏକଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରାଦନ କରିଛନ୍ତି ବିଧାୟକ l ଏଥିରେ ଖୁସିବ୍ୟକ୍ତ ହୋଇ ଦିବ୍ୟାଙ୍ଗ ଜଣକ ଶ୍ରୀ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି l