Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଥି ପକ୍ଷରୁ ମାଗଣା କେନ୍ସର ଚିକିତ୍ସା ଓ ପରାମର୍ଶ ଶିବିର

ସମ୍ବଲପୁର:ସମ୍ବଲପୁର ସହର ର ସାଥି ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ଏକ ମାଗଣା କେନ୍ସର ଚିକିତ୍ସା ଓ ପରବର୍ତ୍ତୀ ଚିକିତ୍ସା ଉପରେ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।ସମ୍ବଲପୁର ମ୍ୟୁନିସିପାଲଟି ଛକ ସାଥି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶିବିର ରେ ରେ ମହାତ୍ମା ଗାନ୍ଧୀ କେନ୍ସର ହସ୍ପିଟାଲ ବିଶାଖାପାଟନାର କେନ୍ସର ଚିକିତ୍ସକ ଡ.ଚିତ୍ତ ରଞ୍ଜନ କୁଣ୍ଡୁ ଯୋଗଦାନ କରିଥିଲେ।ବିଶିଷ୍ଟ ସମାଜସେବୀ ତଥା ସାଥି ଅନୁଷ୍ଠାନ ର ସଭାପତି ଶତ୍ରୁଘନ ଲାଲ ସାହା ଙ୍କ ଦ୍ଵାରା ବରେଇପାଲି ର ଆରୋହୀ ସିଂ ଙ୍କୁ ୧୦ ହଜାର, ଗୋବିନ୍ଦତୋଳା ର ସରୋଜକାନ୍ତି ବେହେରା ଙ୍କୁ ୭ ହଜାର ଏବଂ ସାକ୍ଷୀପଡା ର ବିନୋଦିନୀ ମୁଣ୍ଡା ଙ୍କୁ ୫ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ