Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଜିଲ୍ଲା ସମ୍ମିଳନୀ

ସମ୍ବଲପୁର: ବୁଦ୍ଧ ଆନ୍ଦୋଳନ ପରିବର୍ତ୍ତନ ଆନ୍ଦୋଳନ ସମିତି ର ଆବାହକ ସୁରୁ ମଣି ସୁନାନୀ ଙ୍କ ସଭାପତିତ୍ୱରେ ରେଙ୍ଗାଳି ବ୍ଲକ ଘଣ୍ଟମାଲ ଗ୍ରାମରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଶିଷ୍ଟ ସାମାଜିକ କର୍ମୀ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ସାମାଜିକ ସମାନତା ପାଇଁ ଏକ କ୍ରାନ୍ତିର ଆବଶ୍ୟକ ଅଛି ବୋଲି ବୋଲି କହିଥିଲେ। ଅବିଭକ୍ତ ସମ୍ବଲପୁର ଜିଲ୍ଲା ର ଜଙ୍ଗଲ ବିଭାଗ ଏ ସି ଏଫ ଯଶୋବନ୍ତ କରାଳୀ , ଅବସର ପ୍ରାପ୍ତ ରେଲୱେ ଅଧିକାରୀ ପବନ ଲୁହା ପ୍ରମୁଖ ସମ୍ମାନିତ ଅତିଥି ଏବଂସନ୍ୟାସୀ ପ୍ରଶାନ୍ତ ବୁଦ୍ଧ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସଂଗଠନ ସାମାଜିକ କ୍ରାନ୍ତି ଆଣୁ ବୋଲି କାମନା କରିଥିଲେ। ଶେଷରେ ପ୍ରକୃତି ବନ୍ଧୁ ସରୋଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ