Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦେବଝରଣରେ ସମର୍ପଣର ସଫେଇ କାର୍ଯ୍ୟକ୍ରମ

ସମ୍ବଲପୁର:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯୁଜୋମୁରା ବ୍ଲକ କୟାକୁଦ ପଞ୍ଚାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀ ଦେବଝରଣ ରେ ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଛି। ବୁଧବାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମର୍ପଣ ପରିବାର ତରଫରୁ ସଫେଇ କାର୍ଯକ୍ରମ କରାଯାଇଥିଲା।ସମର୍ପଣ ପରିବାର ସଂଯୋଗ ଦୀପକ ବିଶ୍ଵାଳ, ଶିଙ୍କୁ ପ୍ରଧାନ, ମଣ୍ଟୁ ପ୍ରଧାନ, ବିକାଶ ବିଶ୍ଵାଳ, ସତ୍ୟାନନ୍ଦ ପ୍ରଧାନ,ଓମପ୍ରକାଶ ସାମନ୍ତରାୟ ଆକାଶ ମୁଦୁଲି, ସୁମନ ପ୍ରଧାନ, ରାମ ବିନୋଦ ପାଣ୍ଡେ ରଞ୍ଜିତା ନାୟକ କୁନା ପ୍ରଧାନ,ଅଜିତ ବିଶ୍ଵାଳ, ଲଲିତ ବିଶ୍ଵାଳ, ସଂଜୀବ ବିଶ୍ଵାଳ ମନୋଜ ପ୍ରଧାନ ସୁକୁରୁ ମହାର ବାପି ପ୍ରଧାନ ପୂରନଜନ ସାହୁ, ଶୁଭମ୍ ସାହୁ,ସମ୍ଭୂ ରଣା , ବିଦ୍ୟାଧର ଗହୀର, ଦଳ ଶବର, ବିକାଶ ଶବର ଓ ଝାନ୍ଟୁ ପ୍ରଦାନ ଚନ୍ଦନ ସାହୁ ,ବାବୁଲା ସାହୁ, ବିଶ୍ୱଜୀତ ବିଞ୍ଝାଲ, ସୁଦାନ ମରେଇ, ଅନ୍ତ ମିର୍ଦ୍ଧା ଅଭିନୟ ଲୁହା, ରସକାନ ହର, ଅଭୟ ଲୁହା, ଅଭିନନାସ୍ ଲୁହା, ମନୋଜ ଭୋଇ, ସୁଶିଳ କୁମାର ମିର୍ଦ୍ଧା ଭାରତ ମୁଣ୍ଡା, ରୁପେଶ ବଢେଇ, ପପୁନ ବିଶ୍ଵାଳ, ବବୁନୁ୍ ସାହୁ ପ୍ରମୁଖ ୬୦ ଜଣ ସଦସ୍ୟ ଜଳ ପ୍ରପାତଠାରୁ ପାର୍କିଂ ପର୍ଯ୍ୟନ୍ତ ସଫେଇ କରାଯାଇଥିଲା।ଏହି ପର୍ଯ୍ୟଟନ ସ୍ଥଳୀ ପରିସରରେ ଥିବା ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ୍ ଜୋରି ଓ ନିଶାସକ୍ତ ବୋତଲ ଏବଂ ରାସ୍ତା ଉପରକୁ ମାଡି ଆସୁଥିବା ଘାସ କୁଦ ସଫା କରାଯାଇଥିଲା।