Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲିଛି ନବରାତ୍ରି ପୂଜା, ଚନ୍ଦ୍ରଘଣ୍ଟା ବେଶରେ ଆଜି ପୂଜା ପାଇଲେ ମା

ସମ୍ବଲପୁର: ତବଡାବାହାଲ ଗ୍ରାମ ପଞ୍ଚାୟତର ବାରଡୁଙ୍ଗୁରୀ ନିକଟସ୍ତ କୁଦୋପାଲି ଠାରେ ଥିବା ମା ବନଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ର ପୂଜାର୍ଚନା। ଗତ ୩ତାରିଖ ଠାରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜାରେ ଆଜି ମା ବନଦୁର୍ଗା ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି। ଏହି ଅବସରରେ ଆଜି ଆୟୋଜିତ ପୂଜାର୍ଚନା କୁ ସସ୍ତ୍ରୀକ ସମୀର ରଞ୍ଜନ ପାତ୍ର ଓ ଅଞ୍ଜନା ପାତ୍ର କର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ।ବନଦୁର୍ଗା ଆଞ୍ଚଳିକ କମିଟି ପକ୍ଷରୁ ଏହାକୁ ଭୂପେଶ ବେହେରା, ପ୍ରତାପ ପ୍ରଧାନ, ଉପେନ୍ଦ୍ର କାଲୋ, ବରୁଣ ଭୋଇ ପ୍ରମୁଖ ପରିଚାଳନା କରୁଛନ୍ତି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ଓ ପ୍ରତିଦିନ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଉଛି।
ଚାଲିଛି ନବରାତ୍ରି ପୂଜା, ଚନ୍ଦ୍ରଘଣ୍ଟା ବେଶରେ ଆଜି ପୂଜା ପାଇଲେ ମା
ସମ୍ବଲପୁର, ତା. ୦୫. ୧୦(ଆନିସ): ତବଡାବାହାଲ ଗ୍ରାମ ପଞ୍ଚାୟତର ବାରଡୁଙ୍ଗୁରୀ ନିକଟସ୍ତ କୁଦୋପାଲି ଠାରେ ଥିବା ମା ବନଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ର ପୂଜାର୍ଚନା। ଗତ ୩ତାରିଖ ଠାରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜାରେ ଆଜି ମା ବନଦୁର୍ଗା ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି। ଏହି ଅବସରରେ ଆଜି ଆୟୋଜିତ ପୂଜାର୍ଚନା କୁ ସସ୍ତ୍ରୀକ ସମୀର ରଞ୍ଜନ ପାତ୍ର ଓ ଅଞ୍ଜନା ପାତ୍ର କର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ।ବନଦୁର୍ଗା ଆଞ୍ଚଳିକ କମିଟି ପକ୍ଷରୁ ଏହାକୁ ଭୂପେଶ ବେହେରା, ପ୍ରତାପ ପ୍ରଧାନ, ଉପେନ୍ଦ୍ର କାଲୋ, ବରୁଣ ଭୋଇ ପ୍ରମୁଖ ପରିଚାଳନା କରୁଛନ୍ତି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ଓ ପ୍ରତିଦିନ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଉଛି।
ସେହିପରି ଜିଲ୍ଲାର ପ୍ରସିଦ୍ଧ ଉଷାକୋଠୀ ନାମରେ ବଡ଼ରମା ମା ବନଦୁର୍ଗା ମନ୍ଦିର ସହିତ ବିଭିନ୍ନ ଦେବୀ ପୀଠରେ ଏହା ଆୟୋଜନ ହୋଇଆସୁଛି।
ସେହିପରି ଜିଲ୍ଲାର ପ୍ରସିଦ୍ଧ ଉଷାକୋଠୀ ନାମରେ ବଡ଼ରମା ମା ବନଦୁର୍ଗା ମନ୍ଦିର ସହିତ ବିଭିନ୍ନ ଦେବୀ ପୀଠରେ ଏହା ଆୟୋଜନ ହୋଇଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ