Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରତୀୟ ଶିକ୍ଷଣ ମଣ୍ଡଳ ର ନୂତନ କାର୍ଯ୍ୟାଳୟ ଉଦଘାଟିତ

ସମ୍ବଲପୁର:ସମ୍ବଲପୁର ସ୍ଥିତ ବରେଇପାଲି ଠାରେ ଭାରତୀୟ ଶିକ୍ଷଣ ମଣ୍ଡଳ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି।ନୂତନ କାର୍ଯ୍ୟାଳୟ ଏହାକୁ ପଞ୍ଜାବ ବିଶ୍ବ ବିଶ୍ୱବିଦ୍ୟାଳୟର କୁଳପତି ଉଦଘାଟନ କରି ଭାରତୀୟ ଶିକ୍ଷଣ ମଣ୍ଡଳ ର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। ଏହି ସମାରୋହ ରେ ଡ ଉମେଶ କୁମାର ସିଂହ, ଜସବିନ୍ଦର୍ ସିଂହ, ଋକ୍ମଣ ବାରିକ ଓ ଜଗନ୍ନାଥ ପାଢୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ନୂତନ କାର୍ଯ୍ୟାଳୟ ଗ୍ରୁହ ରେ ମାସିକ ବେିଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି।