Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ରେ ବନ୍ଧୁ ମିଳନ,ହରୀରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ରବିବାର ଦିନ ବରଗଡ଼ କେନାଲ କଲୋନୀ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଜଗଦୀଶ ପାଢ଼ୀ ଓ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବରେ ଏକ ଭବ୍ୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଅବସରରେ ବରଗଡ଼ ର ସ୍ବନାମଧନ୍ୟ ପଣ୍ଡିତ ହରିରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ନଂ ୧୧ ର କାଉନସିଲର ସୁନନ୍ଦା ପଣ୍ଡା, ଜ୍ୟୋସ୍ନା ବେହେରା,ଗୀତା ପାଢ଼ୀ, କମଳା ଦାଶ, କଲ୍ପନା ପଣ୍ଡା,କୃଷ୍ଣ ଚନ୍ଦ୍ର ପଣ୍ଡା,ବିଜୟ ଦାଶ, ସୁନୀଲ ପଣ୍ଡା ସ୍ବାଧିନ ମହାରଣା,ସାଧୂ ଚରଣ ଦାଶ, ଲମ୍ବୋଦର ମିଶ୍ର,ବିଜୟ କୁମାର ଦେବତା ,ମହାଦେବ ମେହେର, ସୁରେନ୍ଦ୍ର ପାଣିଗ୍ରାହୀ, ସୁଶୀଲ ଦୋରା,ବିମଳ ମିଶ୍ର, ସୁରେଶ ପାଣିଗ୍ରାହୀ,ତୁଳସୀ ଚରଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।