Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ରେ ମଧୁ ବାବୁ ଜୟନ୍ତୀ

ହୀରାକୁଦ: ହୀରାକୁଦରେମଧୁ ାବୁ ଜୟନ୍ତୀ , ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ବଜ଼ାର ଛ କ ଠା ରେ ଅନୁଷ୍ଠିତ ହୋଇ ଯାଇଛି. ମଧୁ ବାବୁ କଂ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅପ୍ରଣ ପରେ ମଧୁ ବାବୁ ଙ୍କ ଉପରେ ସ୍ଵ ରଚିତ କବିତା ବରିଷ୍ଠ ସଭ୍ୟ ରାଧା ମୋହନ ପଣ୍ଡା ପାଠ କରିଥିଲେ. ଉତ୍କଳ ସମ୍ମିଳନୀ ର ସଭାପତି ସୁରେନ୍ଦ୍ର ବିଶ୍ୱାଳ ମଧୁ ବାବୁ ଙ୍କ ମୂର୍ତ୍ତି ଉପରେ ମାଲ୍ୟା ପଣ କରି ଥିଲେ. ବରି ଷ୍ଟ ସଭ୍ୟ ପ୍ରଫୁଲ୍ଲ ନନ୍ଦ, ଗନ୍ଧର୍ବ ଦାସ, ବିକ୍ରମା ଦିତ୍ୟ ଶତପଥି, ଆଡ଼ଭୋକେଟ. ସମାଜ ପ୍ରତିନିଧି ଦିଲୀପ ଦାସ ପ୍ରମୁଖ ଜୟନ୍ତୀ ସଭା ରେ ଉପସ୍ଥିତ ଥିଲେ. ହିଂଡଲକୋ ର ମାନବ ସମ୍ବଳ ଅଧିକାରୀ ସରୋଜ ଆଚାର୍ଯ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories