Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିର୍ଷାମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରେ ପଲ୍ଲି ସଭା ଅନୁଷ୍ଠିତ।

ହାଟଡିହି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳିତ। ଏହି ଜନ୍ମ ଦିନ ଉପଲକ୍ଷେ ବଞ୍ଚୋ ପଞ୍ଚାୟତ, ର ସିଂ ଡୋଭ ଠାରେ, ଜମ୍ଭୀରା ପଞ୍ଚାୟତ ର ସୁନ୍ଦରାପାଳ, ପଢିଆରୀପଲ୍ଲି ପଞ୍ଚାୟତ, ହାବେଳେଶ୍ୱର୍ ପଞ୍ଚାୟତ ର ଜାବିନପୁର, ସାସଙ୍ଗ ପଞ୍ଚାୟତ ର ଅସିଆ, ପନ୍ଦାଡୋ ପଞ୍ଚାୟତ ର ସରଳା ପଶି, ଓ ପୋଡ଼ାସୀଙ୍ଗିଡି ଆଦି ଗ୍ରାମ ରେ ଆଦିବାସୀ ଅଧ୍ୟୁଷିତ ଲୋକ ମାନଙ୍କୁ ନେଇ ପଲ୍ଲି ସଭା ଅନୁଷ୍ଠିତ ହେଇଥିଲା। ଏହି ସଭା ଗୁଡ଼ିକ ରେ ବ୍ଲକ ଅଧିକାରୀ ଙ୍କ ସମେତ ସରପଞ୍ଚ ଙ୍କ ସହ ବ୍ଲକ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ