ସମ୍ବଲପୁର:ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି I ସଂଘ ର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ସାଧାରଣ ସମ୍ପାଦକ ସରୋଜ ସାହୁ ବୈଠକ ପରିଚାଳନା କରିଥିଲେ l ଉପସ୍ଥିତ ସମସ୍ତ ସଦସ୍ୟ ନିଜ ନିଜସ୍ୱ ମତ ପ୍ରଦାନ କରିଥିଲେ l ଅନେକ ଆଲୋଚନା ପରେ ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମାବେଶ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ, ଆସନ୍ତା ଡିସେମ୍ବର ୨୦ ତାରିଖ ରେ ରେଙ୍ଗାଲିରେ ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ଏବଂ ସାମ୍ବାଦିକ ସମାବେଶ ପାଇଁ ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି I ଆୟୋଜିତ ବୈଠକରେ ସଂଘ ର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର , ସୁବାଷ ନାୟକ, ସାଧବ ପ୍ରଧାନ, ସୁକାନ୍ତ କର, ସନ୍ତୋଷ ସାହୁ, ସତ୍ୟଜିତ ମହାପାତ୍ର, ଅଜୟ ନାଥ, ଶିଶିର ସାହୁ, ଜୁସମାନ ବାଦଶାହ ରାଣା, ହରିଶଙ୍କର ମିଶ୍ର, ସଞ୍ଜୟ ପାଗଡ଼, ସୁରେନ୍ଦ୍ର ବିଶ୍ୱାଳ, ମହାବୀର ସିଂ ଦେଓ, ଅନିଲ ଶ୍ରୀରାମକା, ଅଶୋକ ପଟେଲ, ଚୈତନ୍ୟ ନାୟକ, ସୁବ୍ରତ ପାଢ଼ୀ, ନବୀନ ଦାଶ, ନିମାଇ ଚରଣ ସାହୁ, ନର୍ସିଙ୍ଗ ବଗର୍ତ୍ତୀ, ଦୁଲାଳ ଚନ୍ଦ୍ର ରାୟ, ସଂଜିପ ପାଣିଗ୍ରାହୀ, ସୁରଜ ପୋଦ୍ଦାର, ସନ୍ଦୀପ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ Iଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଶାଖାର କାର୍ଯ୍ୟକାରିଣୀ ବୈଠକ, ଆସନ୍ତା ଜାନୁୟାରୀ ୨୨ରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମାବେଶ ପାଇଁ ନିଷ୍ପତ୍ତି I
ସମ୍ବଲପୁର,୨୨/୧୧:ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି I ସଂଘ ର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ସାଧାରଣ ସମ୍ପାଦକ ସରୋଜ ସାହୁ ବୈଠକ ପରିଚାଳନା କରିଥିଲେ l ଉପସ୍ଥିତ ସମସ୍ତ ସଦସ୍ୟ ନିଜ ନିଜସ୍ୱ ମତ ପ୍ରଦାନ କରିଥିଲେ l ଅନେକ ଆଲୋଚନା ପରେ ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମାବେଶ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ, ଆସନ୍ତା ଡିସେମ୍ବର ୨୦ ତାରିଖ ରେ ରେଙ୍ଗାଲିରେ ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ଏବଂ ସାମ୍ବାଦିକ ସମାବେଶ ପାଇଁ ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି I ଆୟୋଜିତ ବୈଠକରେ ସଂଘ ର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର , ରଜ୍ୟ କମିଟି ସଭ୍ୟ ସୁବାଷ ନାୟକ, ସାଧବ ପ୍ରଧାନ, ସୁକାନ୍ତ କର, ସନ୍ତୋଷ ସାହୁ, ସତ୍ୟଜିତ ମହାପାତ୍ର, ଅଜୟ ନାଥ, ଶିଶିର ସାହୁ, ଜୁସମାନ ବାଦଶାହ ରାଣା, ହରିଶଙ୍କର ମିଶ୍ର, ସଞ୍ଜୟ ପାଗଡ଼, ସୁରେନ୍ଦ୍ର ବିଶ୍ୱାଳ, ମହାବୀର ସିଂ ଦେଓ, ଅନିଲ ଶ୍ରୀରାମକା, ଅଶୋକ ପଟେଲ, ଚୈତନ୍ୟ ନାୟକ, ସୁବ୍ରତ ପାଢ଼ୀ, ନବୀନ ଦାଶ, ନିମାଇ ଚରଣ ସାହୁ, ନର୍ସିଙ୍ଗ ବଗର୍ତ୍ତୀ, ଦୁଲାଳ ଚନ୍ଦ୍ର ରାୟ, ସଂଜିପ ପାଣିଗ୍ରାହୀ, ସୁରଜ ପୋଦ୍ଦାର, ସନ୍ଦୀପ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ସଂଘର ରାଜ୍ୟ କମିଟି ସଭ୍ୟ ସୁବାସ ଚନ୍ଦ୍ର ନାୟକ ଜିଲ୍ଲା ସ୍ତରରେ “ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନ” ପାଇ ସଂଘ ପାଇଁ ଗୌରବ ଆଣିଥିବାରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।ଶେଷରେ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।