Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆପର ପ୍ରତିଷ୍ଠା ଦିବସ

ସମ୍ବଲପୁର୍:ସମ୍ଭିଧାନ ଦିବସରେଆଜି ଆମ୍ ଆଦମୀ ପାର୍ଟୀ ସମ୍ବଳପୁର ତାର ପ୍ରତିଷ୍ଠା ଦିବସ ଓ ସମ୍ବିଧାନ ଦିବସ ଉପଲକ୍ଷ୍ୟେ ଏକ ବାଇକ ରେଲି ର ଆୟୋଜନ କରିଥିଲା।ସହରର ପ୍ରମୁଖ ରାସ୍ତା ଦେଇ ଯଥା ମୁନିସିପାଲିଟି ଛକ , କୁଞ୍ଜେଲ୍ ପଡା ଛକ , ବଡ଼ ବଜ଼ାର , କ୍ଷେତ୍ରାଜ୍ ପୁର ,ଏବଂ ମୁଦି ପଡା ଛକ ,ଜି ଏମ ୟୁ ଛକ ଦେଇ ଅଇଁଠା ପାଲି ଛକ, ଧନୁପାଲି ଛକ ପର୍ଯ୍ୟନ୍ତ ବାଇକ ରେଲି କରାଯାଇ ଲୋକଙ୍କୁ ସମ୍ଭିଧାନ ଦିବସ ବିଷୟରେ ସଚେତନ କରାଯାଇଥିଲା ।ଏହି ଅବସରରେ ପାର୍ଟିରେ କିଛି ଯୁବ ନେତା ନୂତନ ସଦସ୍ୟତା ଗ୍ରହଣ କରିଥିଲେ ।ସେମାନେ ହେଲେ ସୁମନ୍ତ ପ୍ରଧାନ, ମନୋଜ ମହାନନ୍ଦ୍ ,ସୁନୀଲ ଖଣ୍ଡାୟତ ,କୃଷ୍ଣା ବିଶି ,ମହେନ୍ଦ୍ର ମହାନନ୍ଦ୍ । ବାଇକ ରେଲି ରେ ଲାଲମନି ଲୁଗୁନ୍ ,ପ୍ରଶାନ୍ତ ମହାରଣା ,ଭୁପେନ୍ ସାହୁ ,ବୀରେନ୍ଦ୍ର ପାଣିଗ୍ରାହୀ ,ବୀରକିଷୋର୍ ଭୋସଗର୍ ,ସଚି ପଟେଲ ,ଲିଙ୍କାନ୍ କିନଡୋ , ସୁଶାନ୍ତ ବେହେରା ,ସୀତାକନ୍ତ ରୋହିଦାସ, ଭାଗବତୀ ଓରାମ ,ଅଜୟ ସାହୁ ,ସ୍ଵପ୍ନିଲ୍ ମିଶ୍ର ଓ ସାଳିମ୍ ପ୍ରମୁଖ ଭାଗ ନେଇଥିଲେ।