Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱଛ. ଭାରତ ର ନମୁନା ସମ୍ବଲପୁର ନଗର ନିଗମ l

ହୀରାକୁଦ ରେ ସ୍ୱଚ୍ଛ ଭାରତ ର ନମୁନା ଦେଖିବା ତ ଦୂର ର କଥା ନଗର ନିଗମ ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ରେ ଲାଗିଛି l କୁଢ଼ କୁଢ଼ ମଇଳା ସହର ତମାମ. ପଡି ରହିଛିl. ଫୋଟ ରେ ଥିବା ମଇଳା ଦୁର୍ଗା. ମନ୍ଦିର ରାସ୍ତା ମଝିରେ, କଲ୍ୟାଣ ମଣ୍ଡପ ପାଖରେ ପଡି ଦୁର୍ଗନ୍ଧ ବାହାରୁଥିବା ବେଳେ କଲ୍ୟାଣ ମଣ୍ଡପ ରେ ବାହାଘର ଚାଲିଛି. ସମ୍ବଲପୁର ନଗର ନିଗମ ଅଧିକାରୀ ବଡ ବଡ ଗାଡ଼ିରେ ବୁଲୁଧିବା ବେଳେ ଏହା ନ ଜ ର ଆସୁନାହିଁ l ଠିକା ଦେଇ ଆରାମ ରେ କମମିସନ ଖାଇ ବସି ରହିଛନ୍ତି l ସମ୍ବଲପୁର ନଗର ନିଗମ ବାବୁ ମାନେ କାହାରି ପ୍ରତି ଉତ୍ତର ଡ଼ାଇ ନଥିଲା ପରି ଜଣା ପଡୁଛନ୍ତି l ଜନସାଧାରଣ କଂ ଟିକସ ପଇସା ରେ ଦରମା ନେଉ ଥିବା ବିଭିନ୍ନ ଅଧିକାରୀ ଟିକେ ବି ସାଧାରଣ ଲୋକ ଙ୍କ ପ୍ରତି ସମ୍ବେଦନ ଶିଳ ନୁହନ୍ତି l ଦିନ ତମାମ ସ୍ୱଚ୍ଛ ଭାରତ ର ଖେଳନା ଗାଡି ବୁଲୁଥିବା ବେଳେ ମଇଳା ପକାଇବା ପାଇଁ କର୍ମଚାରୀ ମାନେ ଅର୍ଥ ମାଗୁଥିବା ଯୋଗୁଁ ଗାଡି ରେ ନ ଦେଇ ରାସ୍ତା ରେ ପକାଇବା ସହଜ ମନେ କରୁଛନ୍ତି. ରିଙ୍ଗ ରୋଡ ବିଭିନ୍ନ ସ୍ଥାନ re. କୁଢ଼ କୁଢ଼. ମଇଳା ପଡି ରହି ସ୍ୱଚ୍ଛ ଭାରତ ଯୋଜନା କୁ ଉପହାସ କରୁଛି l ଏପରିକି ଦୁଇ ଦୁଇଟି. କଲ୍ୟାଣ ମଣ୍ଡପ ଥିବା ସ୍ଥାନରେ ମଇଳା ଗଦା ରଖା ଯାଇ କଲ୍ୟାଣ ମଣ୍ଡପ ରେ କାମ ଦାମ ନ କରିବା ପାଇଁ କୁହା ଯାଉଛିl କଲ୍ୟାଣ ମଣ୍ଡପ ର ଅବସ୍ଥା ନ କହିଲେ ଜଣେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ l ଠିକା ରେ ଦେଇ କଲ୍ୟାଣ ମଣ୍ଡପ ର ରକ୍ଷଣl, ବେକ୍ଷଣ କରା ନ ଯାଇ ନଗର ନିଗମ ଅଧକାରୀ, ଉପ କମିଶନର. ଡେପୁଟି କମିଶନର, କମିଶନର, ପାହ୍ୟା ସୃଟି କରି କୋଟି କୋଟି ସରକାର ବରବାଦ କରୁଛନ୍ତି l ଏନ୍ଫୋର୍ସମେଣ୍ଟ କମିସନର ଥିବା ବେଳେ ହୀରାକୁଦ ପୌର ପରିଷଦ ର ଜାଗା ଏନକାରୋଚମେଣ୍ଟ କାରାଯାଇ ସାରିଲାଣି. ପୌର ପରିଷଦ ର. କୋଠା ବାଡ଼ି, କ୍ୱାଟର ଭାଙ୍ଗି ରୁଜି ନିଜ ମନ ମୁତାବକ ଦଖଲ କରିସାରିଲେଣି l ନଗର ନିଗମ ର ସମ୍ପତ୍ତି ର ରକ୍ଷଣା ବେକ୍ଷଣ ନ କରାଯାଇ ଅବହେଳା କରା ଯାଉଛିl