ର ଶରୀରମା ଓ ହୃଦୟ ଏକ ଭିନ୍ନ ଉପାଦାନ ଶୀର୍ଷକ ଆଲୋଚନାଚକ୍ର


ସମ୍ବଲପୁର: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଓଡିଆ ଭାଷା ସାହିତ୍ୟ ବିଭାଗ ଆନୁକୁଲ୍ୟ ରେ ତା୩୦.୧୧.୨୦୨୪ ରିଖ ଶନିବାର ଦିନ “ମା ର ଶରୀର ଓ ହ୍ରୁଦୟ ଏକ ଭିନ୍ନ ଉପାଦାନ ରେ ଗଢା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ବିଭାଗୀୟ ମୁଖ୍ୟ ଡକ୍ଟର ପୁଷ୍ପାଞ୍ଜଳି ରବନା ଙ୍କ ସଭାପତିତ୍ବ ଓ ଅଧ୍ୟାପିକା ଜୟନ୍ତୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭା ରେ ରାଜେଶ ନାୟକ, ମୋନାଲିସା ମୁଣ୍ଡା, ଗୀତାଞ୍ଜଳି ମିର୍ଦ୍ଧା ଓ ଜିତେନ୍ ସାହୁ ମା ର ଭୁମିକା, ମା ର ପୃଥିବୀ, ମା ମନ ଓ ମା ର ହୃଦୟ ସମ୍ପର୍କ ରେ ତାତ୍ତ୍ବିକ ପ୍ରବନ୍ଧ ଉପସ୍ଥାପନା କରିଥିଲୋ।ପ୍ରଣତି ବେହେରା ପ୍ରାରମ୍ଭିକ ସୁଚନା ପ୍ରଦାନ ଓ ଯସ୍ମିନ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଲେ ଶିବାନୀ ସିଂହ ସଭା ପରିଚାଳନା କରିଥିଲେ।ରଶ୍ମିତା ରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ପ୍ରତୀକ୍ଷା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।