Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ମନ୍ତ୍ରୀ ଫସଲ ବୀମା ର କ୍ଷତି ପୂରଣ ପାଇଁ ଚାଷୀ ଙ୍କ ଜମି ପରିଦର୍ଶନ।

ହାଟଡିହି ଏହି ବ୍ଲକ ରେ ଖରିଫ୍ ଋତୁରେ ହୋଇଥିବା ଧାନ ଚାଷ ର ଅମଳ ସମୟ ରେ ଆଦିନିଆ ବର୍ଷା ଯୋଗୁଁ ଧାନ ଚାଷ କ୍ଷତି ଗ୍ରସ୍ତ ହୋଇଛି। ଯାହାକୁ ନେଇ ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟା ସମାଧାନ ପାଇଁ ଚାଷ ଆରମ୍ଭ ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ରେ ଅନ୍ତର ଭୁକ୍ତ ଜମି ଗୁଡିକ ର କ୍ଷୟ କ୍ଷତି ପାଇଁ ସରକାର ଲୋକଙ୍କୁ ସିଧାସଳଖ କ୍ଷତି ପୂରଣ ଦେବାକୁ ଚେଷ୍ଟା କରୁଛନ୍ତି। ତେଣୁ ସମବାୟ କେନ୍ଦ୍ର ମାନଙ୍କ ମାଧ୍ୟମ ବୀମା ଅନ୍ତର ଭୁକ୍ତ ଜମି ଗୁଡିକ ଫଟୋ ଉଠାଇ ଅପଲୋଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକି ତଳିଆ ଅଞ୍ଚଳ ମାନଙ୍କ ରେ ଧାନ। ଗଜା ହୋଇ ଯାଇଥିବା ଦେଖିବାକୁ ମିଳୁଛି।