Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାର-ହାଇଓ୍ବା ଧକ୍କା, ଦୁଇ ବିଜେପି କର୍ମୀ ମୃତ

ସମ୍ବଲପୁର: କଟାପାଲିରେ ମର୍ମନ୍ତୁଦ ଦୁର୍ଘଟଣା । କାରକୁ ଧକ୍କା ଦେଲା ହାଇଓ୍ବା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ । ମୃତକ ଦ୍ବୟ ବିଜେପି କର୍ମୀ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଏକ କାରରେ ବିଜେପି କର୍ମୀ ଆସୁଥିବା ବେଳେ କଟାପାଲିରେ ଦୁର୍ଘଟଣା ଘଟିଛି । କାରକୁ ଏକ ହାଇଓ୍ବା ପିଟିଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

More Stories